#Breaking News

ମାଲ ବୋଝେଇ ଟ୍ରକ ଓଲଟିଲା

,
ଫୁଲବାଣୀ –
(ସୁନୀଲ ପଟନାୟକ )
ସୋମବାର କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଗଡରିଙ୍ଗିଆ ଘାଟି ରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଡ୍ରାଇଭର ଗୁରୁତର ଆହାତ ହୋଇଥିଲେ l
ଆହାତ ହୋଇଥିବା ଡ୍ରାଇ ଭର ଜଣକ ହେଲେ ଅନୁଗୁଳ ଜ଼ିଲ୍ଲା ଜେରଙ୍ଗପଡ଼ା ର ତ୍ରିଲୋଚନ ଗଡ଼ନାୟକ ବୋଲି ଜଣା ପଡିଛି l
ଖବର ପାଇ ବାଲି ଗୁଡା ମୋଟର ଚାଳକ ସଙ୍ଘ ସଭାପତି ଅଭିରାମ ଡିଗାଲ, ସାନନ୍ଦ ଦଣ୍ଡସେନା ପ୍ରମୁଖ ଦୁର୍ଘଟଣା ସ୍ଥଳ ରେ ପହଂଚି ଆହାତ ଡ୍ରାଇଭର ଙ୍କୁ ଉଦ୍ଧl ର କରି ଡାକ୍ତର ଖାନା ରେ ଭର୍ତ୍ତି କରି ବା ସହ ଚିକିତ୍ସା ଵ୍ୟଵସ୍ଥା କରିଥିଲେ l ଫଳରେ ନିଶ୍ଚିତ ମୃତ୍ଯୁ ମୁଖରୁ ଡ୍ରାଇଭ ର ଜଣକ ବଂଚି ଯାଇଥିଲେ l
ବାଲିଗୁଡା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି lମୋଟର ଚାଳକ ସଂଘ ର କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି l

Leave a comment

Your email address will not be published. Required fields are marked *