#Uncategorized

ନରସିଂପୁର ରେ ସାହିତ୍ୟ ଆସର୍ ଅନୁଷ୍ଠିତ

ନରସିଂହପୁର,ନରସିଂହପୁର ଲେଖକ ସାମ୍ମୁଖ୍ୟ ଓ ନରସିଂହପୁର ସାମ୍ବାଦିକ ସଂଘ ମିଳିତ ଆନୁକୁଲ୍ୟରେ ସାହାରା ଇଣ୍ଡିଆ ସଭା ଗୃହରେ ଶାରଦୀୟ ସାହିତ୍ୟ ସମ୍ଭାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାଃ ଲୋକନାଥ ସ୍ୱାଇଁ ଉଦଘାଟକ, ବିଶିଷ୍ଟ ଅତିଥି ଭିକାରୀ ଦଲେଇ, ମୁଖ୍ୟ ବକ୍ତା, ଅଜୟ କୁମାର ପଣ୍ଡା ଲେଖକ ସାମ୍ମୁଖ୍ୟ ର କାର୍ଯ୍ୟ କାରୀ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସଭାପତି ତ୍ରିଲୋଚନ ମହାପାତ୍ର, ସାମ୍ବାଦିକ ସଂଘର ସଭାପତି ଦେବଦତ୍ତ ମଳୟ କୁମାର ବରାଳ, ସମ୍ପାଦକ ଭୂପେନ୍ କୁମାର ଦାସ, ପରେଶ ମହାପାତ୍ର ବୈକୁଣ୍ଠ ବିହାରୀ ନାୟକ, ବିନାୟକ ମିଶ୍ର, ବିଭୂତି ଭୂଷଣ ନାୟକ, ସନାତନ ସ୍ୱାଇଁ, ଦମୟନ୍ତୀ ରଥ ଓ ବୁଦ୍ଧିମାନ ସାହୁ ଯୋଗଦେଇ କବିତା ପାଠ ଓ ଆଲୋଚନା କରିଥିଲେ।

ନରସିଂପୁର ରେ ସାହିତ୍ୟ ଆସର୍ ଅନୁଷ୍ଠିତ

ଆଜିର ରାଶିଫଳ

ନରସିଂପୁର ରେ ସାହିତ୍ୟ ଆସର୍ ଅନୁଷ୍ଠିତ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *