#Breaking News #Uncategorized

କନ୍ଧମାଳ ଏବିଭିପି ପକ୍ଷରୁ କରେ।ନା ସଂକ୍ରମିତ ଙ୍କ ଘର ସମେତ ବିଭିନ୍ନ ସ୍ଥାନ ସାନି ଟାଇଜ


ଫୁଲବାଣୀ-(ସୁନୀଲ ପଟନାୟକ) ଦିନକୁ ଦିନ ସହରରେ କରୋନାପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରିସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରେ । ନ।କୁ ରୋକ ଲଗାଇବା ପାଇଁ ଏ ବିଭିପି ଏବେ ଅଣ୍ଟାଭିଡିଛି ।
କନ୍ଧମାଳ ଜିଲ୍ଲା ଏ ବିଭିପି ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱ ରେ ଏବିଭିପି ସଦସ୍ୟ ଓ ସଦସ୍ୟାମାନେ କୋରନା ମାହାମ ।ରୀ ସମୟରେ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଆଜି ଫୁଲବାଣୀ ବସଷ୍ଟାଣ୍ଡ ଠାରେ ବସ, ଅଟେ ।ଏବଂ ସେଠାରେ ଥିବା ଦୋକାନ ଗୁଡିକୁ ସାନିଟାଇଜ କରିଥିଲେ। କେବଳ ସେତିକି ନୁହେଁ ମାଇକ୍ରୋ କଣ୍ଟେନମେଣ୍ଟ ଏରିଆ ଏବଂ ଯେଉଁ ଘର ଗୁଡିକରେ କରେନା ପଜିଟିଭ ବାହାରିଅଛି ସେହି ଘର ଗୁଡିକ ମଧ୍ୟ୍ୟ ସାନିଟାଇଜ କରିଥିଲେ ଏବିଭିପି କର୍ମୀମାନେ।
ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା, ଜିଲ୍ଲା sfs ପ୍ରମୁଖ କାଶୀନାଥ ଗଣ୍ଡା, ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜ ଡାକୁଆ, ଆଦି ଯୋଗ ଦେଇଥିଲେ l ନିଜ ଜୀବନକୁ ବିପନ୍ନ କରି
ସେମାନଙ୍କ ଏହି ନିସ୍ୱାର୍ଥ ପର ସେବା କାର୍ଯ୍ୟକୁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।
ସେହିପରି ସଟ ଡାଉନ ସମୟରେ ଗରୀବ ନିଃସହାୟ ମାନଙ୍କୁ ଖାଦ୍ୟ ପୁଡ଼ିଆ ଓ ପାଣି ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି ଏହି କର୍ମୀମାନେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *