#Breaking News

ଆଠଗଡ ଟାଉନ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ


ଆଠଗଡ(ଉଲାପ୍ର)ଆଠଗଡ ର ସର୍ବପୁରାତନ ଟାଉନ କ୍ଲବ ରେ କ୍ଲବର ବରିଷ୍ଠ ସଭ୍ୟ ଅଦେଇତା ନନ୍ଦ ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ସଭ୍ୟ ଶିବ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି,ଯୁବନେତା ସଞ୍ଜୟ ରଥ,ସୁଦର୍ଶନ ସାହୁ,ପ୍ରକାଶ ରାଉତ,ଶିବା ଶିଶ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *