#Breaking News

ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ବିୟାଦଶମୀ ପାଳିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ବିଜୟାଦଶମୀ ପର୍ବ ପାଳିତ ହୋଇଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ କରାଯାଇ ନୂତନବସ୍ତ୍ର ପରିଧାନ ,ତୁଳସୀ ଓ ଫୁଲହାର ପରିଧାନ, ବଲହବ ଭୋଗ, 10.30 ବେଳେ ଖେଚୁଡ଼ି ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଭୋଗ, ସନ୍ଧ୍ୟାବେଳେ ଆଳତି ଓ ରାତ୍ରରେ ରାତ୍ରଧୂପ ଓ ପରିଶେଷରେ ପହଡ଼ ଲାଗି ହେବ । ପୂଜାପଣ୍ଡା ଭାଗିରଥି ପଣ୍ଡା, ପାଳିଆ ସେବକ ସଂବୁନାଥ ମହାପାତ୍ର ଓ ଜିମଦର ବସନ୍ତ ରଥ ଙ୍କ ତତ୍ୱବାଧାନରେ ଏହି ପୂଜାବିଧି ପାଳିତ ହୋଇଯାଇଛି ।

Leave a comment

Your email address will not be published. Required fields are marked *