#Uncategorized

ରାଜଧାନୀରେ ବଢ଼ିବ ଗରମ, ୩୭ଂ ଛୁଇଁବ ତାପମାତ୍ରା: ୧୧ଟାରୁ ଅସ୍ତବ୍ୟସ୍ତ କରିବ ଭୟଙ୍କର ଅତି ବାଇଗଣୀ ରଶ୍ମୀ

ଭୁବନେଶ୍ୱର,(ଉଲାପ୍ର)ଏବେ ଗରମ ବଢ଼ିବ ଭୁବନେଶ୍ୱରରେ । ସୋମବାର ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ଦିନ ୧୧ଟାରୁ ଗରମ ବଢ଼ି ଚାଲିବ । ସେତେବେଳକୁ ତାପମାତ୍ରା ୩୩ ଡିଗ୍ରୀ ଥିଲେ ମଧ୍ୟ ଅତି ବାଇଗଣୀ ରଶ୍ମି (ୟୁଭି) ମାତ୍ରା ୮ ରହିପାରେ । ଦିନ ୧୨ଟାବେଳକୁ ତାତି ୩୫ ଛୁଇଁବା ସହ ୟୁଭି ମାତ୍ରା ୯ ରହିବ । ଦିନ ୨ଟାବେଳକୁ ପାରଦ ୩୭ ଡିଗ୍ରୀ ରହିବା ସମ୍ଭାବନା ଅଛି । ଅପରାହ୍ନ କିମ୍ବା ସନ୍ଧ୍ୟାରେ ପାଗ ଆଂଶିକ ମେଘୁଆ ରହିପାରେ ।

Leave a comment

Your email address will not be published. Required fields are marked *