କୋରାପୁଟ ଜିଲା ସେମିଳିଗୁଡ଼ାରେ ଉତ୍କଳ ସାମ୍ବାଦିକ ସଙ୍ଘ…

Udaya_Labanya | September 26, 2021 | 0

ସେମିଳିଗୁଡ଼ା(ଉଳପ୍ରା)କୋରାପୁଟ ଜିଲାର ସେମିଳିଗୁଡା ଦକ୍ଷତା ବିକାଶ କେନ୍ଦ୍ର ଠାରେ କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସଭ ସହିତ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି, କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ଅନନ୍ତ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ଦୁଇଲକ୍ଷ ରୁ ପାଞ୍ଚ ଲକ୍ଷ କରିବା […]

ପ୍ରଧାନମନ୍ତ୍ରୀ ଆବାସ ଘର ଠିକ ଭାବେ ଦିଆଯାଉଛି…

Udaya_Labanya | September 23, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ସହରରେ ଭୂମି ହୀନ ମାନଙ୍କୁ ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ପ୍ରଦାନ କରାଯାଉଛି କି ନାହିଁ ତାକୁ ଦେଖିବା ପାଇଁ ଆଠଗଡ ସହରରେ ପହଞ୍ଚି ଥିଲେ ସହରାଞ୍ଚଳ ବିଭାଗ ଦ୍ଵାରା ପରିଚାଳିତ ଡୁଡା ଟିମ ର ସଦସ୍ୟ ମାନେ,ଆଜି ମଧ୍ୟାନ ରେ ଡୁଡା ଟିମ ର ପ୍ରକଳ୍ପ ନିର୍ଦେଶକ ଅକ୍ଷୟ ମିଶ୍ରଙ୍କ ସହିତ ଏକ ଟିମ ଆଠଗଡ କୁ ଆସି ସହରାଞ୍ଚଳ ବିଭାଗ କର୍ମକର୍ତାଙ୍କ ସହିତ ଆଠଗଡ […]

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ…

Udaya_Labanya | August 23, 2021 | 0

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ ବାନ୍ଧିଲା ୬ ଜଣ କର୍ମଚାରୀ ଙ୍କୁ,ଗୁରୁଡ଼ିଝାଟିଆ ସୋସାଇଟି ର ସମ୍ପାଦକ,ସହ ସମ୍ପାଦକ,ପିଅନ ସହିତ ଆଠଗଡ ସିସିବି ବ୍ୟାଙ୍କର ୩ ଜଣ କର୍ମଚାରୀ ବନ୍ଧା ହୋଇଛନ୍ତି,ଅପରାହ୍ନରେ କୋର୍ଟ ଚାଲାଣ ହେବେ।

ପଞ୍ଚଭୂତ ରେ ଲିନ ହେଲା ଡ଼ଃ ଜିମୁତ…

Udaya_Labanya | June 28, 2021 | 0

ଭୁବନେଶ୍ୱର(ଉଲାପ୍ର)ପଞ୍ଚଭୁତ ରେ ଲିନ ହୋଇଯାଇଛି ରାଜ୍ୟର ବରିଷ୍ଠ ସାମ୍ବାଦିକ,ଉତ୍କଳ ସାମ୍ବାଦିକ ସଂଘର ସଭାପତି,ତିନିଗୋଟି phd ସହିତ ଡକରେଟ ପାଇଥିବା ଡ଼ଃ ଜିମୁତ ମଙ୍ଗରାଜ ଙ୍କ ପାର୍ଥିବ ଶରୀର,ଖାଲି ଯେ ସେ ସାମ୍ବାଦିକ ଥିଲେ ତା ନୁହେଁ ବହୁ ବହିର ଲେଖକ,ସାହିତ୍ୟିକ, ସମାଲୋଚକ,ନେତା କାଗଜ,ଲାଇଫ ଲାଇନ,ଓଡିଶା ଆବାଜ ର ପ୍ରତିଷ୍ଠାତା ସମ୍ପାଦକ ଥିଲେ,ଏହା ସହିତ ସଚିବାଳୟ ସାମ୍ବାଦିକ ସଂଘର ସଭାପତି ସହିତ ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ,ଗତକାଲି ନିଜ ଗ୍ରାମ ଖୋର୍ଧାରୁ […]

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

Udaya_Labanya | June 14, 2021 | 0

ବାଲିଗୁଡ଼ା,୧୪/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ହୋଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ଉପ ସଭାପତି ସରୋଜ କର୍ଣ୍ଣ ଙ୍କ ନେତୃତ୍ବରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା ହୋଇଥିଲା l ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି କହଁର କାର୍ଯ୍ୟାଳୟ ପ୍ରମୁଖ […]

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ…

Udaya_Labanya | June 14, 2021 | 0

ଫୁଲ ବାଣୀ-(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ପଞ୍ଚାୟତ ରେ କରେ। ନା ସଚେତନତାରାଲି ଅନୁଷ୍ଠିତ ହେଇଥିଲା । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଭାବେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି କରୋନା ସଚେତନ କରିଥିଲେ ।ହାତରେ ସଚେତନତାବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି ସ୍ଲୋଗାନ ଦେଇ ସଚେତନ କରିଥିଲେ। ସରକାରଙ୍କ କୋଭିଡ଼ ୧୯ନିୟମ ମାନିବା ପାଇଁ ପରାମର୍ଶ ଦେଇଥଲେ । ଘରୁ ବାହାରକୁ […]

କୋଭିଡ କଟକଣା ମଧ୍ୟରେ ଆଠଗଡ ରେ ୮୬ତମ…

Udaya_Labanya | April 1, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ଉପଖଣ୍ଡରେ ୮୬ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି,ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି ଉତ୍କଳ ଦିବସ,ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ଏହି ଦିବସ ଅବସରରେ ଓଡ଼ିଆର ପ୍ରାଣ ପ୍ରତିଷ୍ଠାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜ,ଉତ୍କଳ ମଣି ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦିପ ପ୍ରଯ୍ୟଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା,ଭାଷାଭିତିକ ପ୍ରଥମ […]

ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ,ଆଗାମୀ ଦୁଇ…

Udaya_Labanya | January 6, 2021 | 0

ଭୁବନେଶ୍ୱର(ଉଲାପ୍ର)ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ […]

Archives

Categories