#Breaking News

ଟ୍ର।ଇ ଫେଡ଼ର ଉପାଧ୍ୟକ୍ଷ ହେଲେ ପବୀତ୍ର କହଁର


ଫୁଲ ବାଣୀ-୫/୧୦(ସୁନୀଲପଟନାୟକ)
ଟ୍ରାଇ ଫେଡ଼ର ଉପାଧ୍ୟକ୍ଷ ଭାବେ ପବୀତ୍ର କହଁରଙ୍କୁ ନିଯୁକ୍ତି ଦିଆଯାଇଛି।ପବୀତ୍ରଙ୍କ ଗ୍ରାମ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଟେଲା ପାଲି ରେ।
ପବୀତ୍ର କହଁର ଏହି ପଦବୀରେ ନିଯୁକ୍ତି ପାଇଥିବାରୁ ଫିରିଙ୍ଗିଆ ବ୍ଳକ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ଆଡୁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟୁଛି ।
ପବୀତ୍ରଙ୍କ ଏହି ନିଯୁକ୍ତି କନ୍ଧମାଳ ଜିଲ୍ଲା ପରି ଏକ ଆଦିବାସୀ ବହୁଳ ଅନୁନ୍ନତ ଜିଲା ସମେତ ସାରାଦେଶର ଜନଜାତି ସଂପ୍ରଦାୟର ସାମାଜିକ ଓ ଅର୍ଥନୈତିକ ଉନ୍ନତୀ ମଧ୍ୟ ସମ୍ଭବ ହେବ ବୋଲି ଜଣାପଡିଛି ।
ପବୀତ୍ରଙ୍କ ଏହି ନିଯୁକ୍ତି ଖବର ପାଇଁ ବିଜେପି ନେତା ତଥା ଜିଲ୍ଲା ବିଜେପି ଉପ ସଭାପତି ରମେଶ ମହାନ୍ତି, ବେବେନ୍ଦ୍ର କୁ ଦେଇ , ବରୀଷ୍ଠ କୁଇ ନେତା ତଥା ଆଇନଜିବୀ ଲମ୍ବ ଦୋର କହିଁର.ତଥା ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି ।ପବୀତ୍ର ଗତ କାଲି ସୋମବାର ଅନୁଷ୍ଠିତ ନିର୍ବାଚନରେ ବୋର୍ଡ ଅଫ ଡାଇରେକ୍ଟରସ ଦ୍ଵାରା ସର୍ବସମ୍ମତ କ୍ରମେ ଉପାଧକ୍ଷ ଭାବେ ନିର୍ବାଚିତ ହୋଇଥିବା ଏନ. ସତ୍ୟନାରାୟଣ ମେନେଜିଙ୍ଗ ଡାଇରେକଟର ତଥା ରିଟର୍ଣ୍ଣି ଅଫିସର ଟ୍ରାଇଫେଡ଼ ଘୋଷଣା କରିଛନ୍ତି ।

Leave a comment

Your email address will not be published. Required fields are marked *