#Breaking News

ବକେୟା ପାଉଣା ଦାବୀ କରି ସ୍ମାରକପତ୍ର


ଫୁଲ ବାଣୀ- (ସୁନୀଲ ପଟନାୟକ)

କାମ କଲେ ହେଲେ ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ ବିମଧ୍ଯ ମିଳିଲାନି। କେତେ ଆଉ ଅପେକ୍ଷା କରିଥାନ୍ତେ। ମାସେ କି ଦିମା ସ ନୁହେଁ ୨ ବର୍ଷ ହୋଇଗଲାଣି। ଏଭଳି ଅଭିଯୋଗ ଆଣିଛନ୍ତି ଫେଡକୋ ବିରୁଦ୍ଧରେ ।
ଫଳରେ ଆଜି ମଙ୍ଗଳବାର ବହୁ ଶ୍ରମିକ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍କାରକ ପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟଯେ,ଜିଲ୍ଲାର ବହୁ ଶ୍ରମିକ ଦିନଦୟାଲ ଉପାଧାୟଗ୍ରାମୀଣ ବିଦ୍ୟୁତକରଣ ଯୋଜନା କାର୍ଯ୍ୟ ନେଇଥିବା ଫେଡକୋରେ କାର୍ଯ୍ୟ କରିଥିଲେ। ହେଲେ କଂପାନୀ କାର୍ଯ୍ୟରତ ଶ୍ରମିକମାନଙ୍କ ବକେୟା ପାଉଣା ନ ଦେଇ ଛୁ ମାରିଛି । ବକେୟା ପାଉଣା ମାଗିଲେ କଂପାନୀ କର୍ମଚାରି ଓଲଟା ଧମକ ଦେଉଛନ୍ତି ବୋଲି ଶୁଭକାନ୍ତ ପ୍ରଧାନ। ନୃସିଂହ ନନ୍ଦ, ବସନ୍ତ ପଣ୍ଡା, ମଦନପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ।
କରେ । ନା ମହାମାରି ସମୟରେ ସେମାନେ କାମ ଧନ୍ଦା ଏତଟ।ନ ଥିବାରୁ ଦୁଃଖ କଷ୍ଟରେ ପରିବାର ଚଳାଉଥିବାବେଳେ କଂପାନୀ କତୃପକ୍ଷ ବକେୟା ପାଉଣା ଗଣ୍ଡାକ ବି ହେଉନି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସେମାନଙ୍କ ବକେୟା ପାଉଣା ମିଳିବା ର ବ୍ୟବସ୍ଥା କରିଦେବା ପାଇଁ ବିରୁପାକ୍ଷ କହର, ପ୍ରମୋଦ ମଲିକ, ରଜିଂତ ମଲିକ, ଜିତେନ୍ଦ୍ର ଖଟୁଆ ପ୍ରମୁଖ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *