#Breaking News

ରାଜ୍ୟସ୍ତରୀୟଭଲିବଲ ଟୁର୍ଣ୍ଣମେଣ୍ଟ ଉଦ୍‌ଘାଟିତ


ଫୁଲବାଣୀ-୧୨/୧୧(ସୁନୀଲପଟନାୟକ)
ଏକ ବର୍ଣ୍ଣ ।ଢ୍ୟ ପରିବେଶ 6 ର ଗୁରୁବାର ସଂଧ୍ୟାରେ ଫୁଲବାଣୀ ସ୍ଥିତ କରୋନେସନପଡିଆଠାରେ ରାଜ୍ୟସ୍ତରୀୟଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ କନ୍ଧମାଳ ସାଂସଦ ତଥା ସର୍ବଭାରତୀୟଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିବା ସହ ଖେଳ ହେଉଛି ଏକମାତ୍ର ମାଧ୍ୟମ ଯାହାକି ସମସ୍ତଙ୍କ ମଧ୍ୟରେ ଭାତୃତ୍ଵ ଭାବ ସୃଷ୍ଟି ହେବା ସହ ସଂପର୍କ ବୃଦ୍ଧି ସହ ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ସହାୟକ ହେବ ଏଣୁ ସମସ୍ତେ କିଛି କିଛି ଖୋଳିବା ଆବଶ୍ୟକ ବୋଲି କହିଥିଲେ।
ସେହିପରି ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକଚକ୍ରମଣୀ କହଁର, ଜିଲ୍ଲାପରିଷଦ ଅଧ୍ୟକ୍ଷ । ଆକାକ୍ଷାଂ ପ୍ରଧାନ, ଭଲିବଲ ଏସେ ।ସିଏସନ ସଭାପତି କମଳାକାନ୍ତ ପାଣ୍ଡେ,ପ୍ରମୁଖ ଯୋଗ ଦେଇ
ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମ ଆଗ୍ରହ ,ଅlନ୍ତରିକତା ଯୋଗୁଁ ଓଡ଼ିଶା ଭଲିବଲ ଏସୋସିଏସନ ଓ କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ମିଳିତ ଆନୁକୁଲ୍ୟରେ ପ୍ରଥମଥ୍ର ପାଇଁ ରାଜ୍ୟସ୍ତରୀୟଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ପୁରୁଷ ଭ ଲ୍କିବଲ ପ୍ରତିଯୋଗୀତା କନ୍ଧମାଳ ଜିଲ୍ଲାର ୪ଟି ସ୍ଥାନ ଯଥା ଫୁଲବାଣୀ ବାଲିଗୁଡା, ରାଇକିଆ ଓ ଟିକାବାଲି ଠାରେ ଅନୁଷ୍ଠିତ ହେଉଛି।
ଅନ୍ୟମାନଙ୍କ ମଧ୍ୟରେ ସଂଘର ବରୀଷ୍ଠ ଭପସଭାପତି ଡ.ଅରୂପ କୁମାର ଜେନା, ପ୍ରତାପ କୁମାର ପାତ୍ର, ଅଶୋକ ବେହେରା ସଂପାଦକ ଶିବପ୍ରସାଦ ତ୍ରିପ ।ଠି ହେମନ୍ତ ମହାନ୍ତି, କ୍ରୀଡ଼ା ସଂପାଦକଶିବପ୍ରସାଦ ତ୍ରିପାଠି. ପ୍ରଫେସର ଇଶ୍ଵରନା ଏକ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତ।
ଉପସ୍ଥିତ ରହି ଖେଳଯେପରି ଶାନ୍ତିଶୃଙ୍ଖଳାର ସହ ବ୍ୟବସ୍ଥିତ ପ୍ରକାରେ ହେବ ସହଯୋଗ କରିଥିଲେ ।

ଏହି ମ୍ୟାଚରେ ରାଜ୍ୟର୩୦ଟି ଜିଲ୍ଲାର ପୁରୁଷ ଭଲିବଲ ଟିମ ସହିତ ପାରାଦ୍ଵିପ ପୋର୍ଟ, କିଟ , ରେଳବାଇ ଭଳି ଅନେକ ନାମୀଦାମୀ ଟିମ ଯୋଗଦେଇଛନ୍ତି । ।
ସମଗ୍ର ୩୪ଟି ଦଳକୁ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି। ବାଲିଗୁଡ଼ା, ଟିକାବାଲି, ରାଇକିଆ ଠାରେ ୩ଟି ଗୁପର ଖେଳ ହେବା ବେଳେ ଆଉ ୩ଟି ଗ୍ରୁପ ଫୁଲବାଣୀଠାରେ ହେବ। ସମସ୍ତ ସେମିଫାଇନାଲ ଓ ଫାଇନାଲ ମେଚ ଫୁଲବାଣୀ କରେ । ନେସନପଡିଆ ଠାରେ ଅନୁଷ୍ଠିତ ହେବ । ଏସବୁ ଖେଳ ଦିବାରାତ୍ର ଅନୁଷ୍ଠିତ ହେବ।

ଏଥି ସହ ଢ଼ାବା ଭଲିବଲ ପ୍ରତିଯୋଗୀତ । ମଧ୍ୟ ଅନୁଷ୍ଠିତ ହେଉଛି। ଏଥିରେ ୨୦ଟି ଦଳ ଦ୍ଭାଗନେଇଛନ୍ତି।
ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୧୨ଟି, ବୌଦ୍ଧ ଜିଲ୍ଲାରୁ ୩ଟି ଭଞନଗର ୨, ଦଶପଲାରୁ୩,ଟିଦଳ ଅଂଶଗ୍ରହଣ କରିଛନ୍ତି। ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆଗ୍ରହ, ଆନ୍ତରୀକତା ଓ ଉଦ୍ୟମ ଯୋଗୁ କନ୍ଧମାଳ ପରି ପଛୁଆ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମ୍ଭବ ହୋଇଛି । ଏଭଳି ରାଜ୍ୟସ୍ତରୀୟଭଲିବଲ ପ୍ରତିଯୋଗୀତା ଜିଲ୍ଲାରେ ପ୍ରଥମକରି ହେଉଥିବାରୁ ଜିଲ୍ଲାବାସୀ, କ୍ରୀଡ଼ାପ୍ରେମୀ, ବୁଦ୍ଧିଜିବୀ ପ୍ରମୁଖ ବେଶ ଖୁସି ବ୍ୟକ୍ତ କରିବା ସହିତ ଖେଳର ମଜା ଉଠାଉଛନ୍ତି।
ଏହି ଖେଳ ଆସନ୍ତ । ୧୪ ଯାଏ ଚାଲିବ।

Leave a comment

Your email address will not be published. Required fields are marked *