#Breaking News

ଢେଙ୍କାନାଳ ବିଜେପି ଯୁବକ ମୋର୍ଚ୍ଚା ପକ୍ଷ ରୁ 125ତମ ନେତାଜୀ ଜୟନ୍ତୀ ପାଳିତ


ଢେଙ୍କାନାଳ(ଉଲାପ୍ର)
(ଢେଙ୍କାନାଳ)ଢେଙ୍କାନାଳ ବିଜେପି ଯୁବକ ମୋର୍ଚ୍ଚା ପକ୍ଷରୁ 125ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି, କୈବଲ୍ୟ ବଜାର ସ୍ଥିତ ମହିଳା ମହାବିଦ୍ୟାଳୟ ସମୁଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ.| ଏହି ପରିପ୍ରେକ୍ଷୀରେ ସେଠାରେ ବିଜେପି ଯୁବମୋର୍ଚା ର ସଭାପତି ମହାଦୀପ ଯଶୋବନ୍ତ ମହିମା, ଉପସଭାପତି ସନ୍ତୋଷ ବେହେରା, ସାଧାରଣ ସମ୍ପାଦକ ରଞ୍ଜିତ ବିଶ୍ୱାଳ , ବରିଷ୍ଠ ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ବେହେରା,ସୋସିଆଲ ମିଡ଼ିଆ ସୂଚିତ୍ର ବେହେରା,ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *