ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ…

Udaya_Labanya | August 23, 2021 | 0

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ ବାନ୍ଧିଲା ୬ ଜଣ କର୍ମଚାରୀ ଙ୍କୁ,ଗୁରୁଡ଼ିଝାଟିଆ ସୋସାଇଟି ର ସମ୍ପାଦକ,ସହ ସମ୍ପାଦକ,ପିଅନ ସହିତ ଆଠଗଡ ସିସିବି ବ୍ୟାଙ୍କର ୩ ଜଣ କର୍ମଚାରୀ ବନ୍ଧା ହୋଇଛନ୍ତି,ଅପରାହ୍ନରେ କୋର୍ଟ ଚାଲାଣ ହେବେ।

ଆଠଗଡ ଜିମସାର ରେ ଏମ ଆର ଆଇ…

Udaya_Labanya | August 20, 2021 | 0

ଆଠଗଡ( ଉଲାପ୍ର) ସମାଜ ଅନୁଷ୍ଠାନ ଦ୍ୱାରା ଆଠଗଡ ର ମାଧବପୁର ଠାରେ ପ୍ରତିଷ୍ଠା କରାଯାଇଥିବା ଜିମସାର ମେଡିକାଲ ରେ ଆଜି ସାଧାରଣ ଜନନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏମ ଆର ଆଇ ଓ ସିଟି ସ୍କାନ ମେସିନ କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି,ଏହି ମେସିନ ଉଦଘାଟନ ହେବାପରେ ଜନସାଧାରଣ ବେଶ ଏହାର ସୁବିଧା ପାଇପାରିବେ, ଯୋଉଠି ସରକାର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ମାନଙ୍କରେ […]

ଆଜ୍ଞାମାଳ ଆସିବା ପରେ ସିଂହଦ୍ଵାର ରେ ଲାଗିଲା…

Udaya_Labanya | July 11, 2021 | 0

ପୁରୀ(ଓମ ପ୍ରସାଦ ମହାନ୍ତି)ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୁରୀ ବଡଦାଣ୍ଡ ଖାଁ ଖାଁ ଲାଗୁଥିଲେ ମଧ୍ୟ ସେବାୟତ ମାନଙ୍କୁ ଛାଡି କୌଣସି ଭକ୍ତ ବଡ଼ଦାଣ୍ଡରେ ନାହାନ୍ତି,ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ ଶ୍ରୀ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନିରଥକୁ ଟଣାଯାଇ ଲଗାଯାଇଛି ସିଂହଦ୍ଵାର ଆଗରେ,କଡା ପୋଲିସ ସୁରକ୍ଷା ମଧ୍ୟରେ ତିନି ରଥ କୁ କେବଳ ସେବାୟତ ମାନେ ଟାଣି ସିଂହଦ୍ଵାର ଆଗରେ ଲଗାଇଛନ୍ତି, ଆସନ୍ତାକାଲି ଶ୍ରୀ ଗୁଣ୍ଡିଚା ପାଇଁ ପୁରୀ […]

ପୁରୀରେ ରଥ ପ୍ରସ୍ତୁତ, ପଥବି ପ୍ରସ୍ତୁତ,ଆସନ୍ତାକାଲି ହେବ…

Udaya_Labanya | July 10, 2021 | 0

ପୁରୀ(ଓମ ପ୍ରସାଦ ମହାନ୍ତି)ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ,ରଥନିର୍ମାଣ ସରିଯାଇଛି, କପଡା ମଧ୍ୟ ଲଗାଯାଇ ସାରିଛି,ଆଜି ତିନିରଥରେ ଶ୍ରୀ ଜୀଉମାନଙ୍କ ‘ପ୍ରଭା’ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି । ଏହିସହ ତିନିରଥର ‘ଦୁଆର ବେଢା ରେ କନା ପଡିବା ଶେଷ ହେବାସହ ଦୁଆର ବେଢାରେ ଲାଗିଥିବା ମଗର ବତା ଗୁଡିକରେ ମଗର ପଟି ଅଡିବା ଶେଷ ହୋଇଅଛି […]

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | July 9, 2021 | 0

ତିଗିରିଆ(ଉଲାପ୍ର)ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ରାଜ୍ୟ ବିଜେପି ଦଳ ରାଜ୍ୟର ସବୁ ବ୍ଲକ ଘେରି ଥିବା ବେଳେ ଶୁକ୍ରବାର ଦିନ ତିଗିରିଆ ବ୍ଲକ ବିଜେପି ଦଳ ତରଫରୁ ବ୍ଲକ ଅଫିସ ଘେରାଉ କରାଯାଇଥିଲା, ବିଜେପି ନେତା ବ୍ରଜେନ୍ଦ୍ର ରାୟ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ପାଞ୍ଚ ଗାଁ ଶିବ ମନ୍ଦିର ଠାରୁ ବାହାରି ତିଗିରିଆ ବ୍ଲକ ଆଗରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ,ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବିଜେପି […]

କନ୍ଧମାଳ ର ଜଣେ ଜବାନ ସହୀଦ :କନ୍ଧମାଳରେ…

Udaya_Labanya | June 14, 2021 | 0

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ସଜଂୟ କୁମାର ପ୍ରଧାନ ନାମକ ଜଣେ ଜବାନସହୀଦ ହୋଇଥିବା ଜଣାପଡିଛି । ସହିଦ ସଜଂୟଙ୍କ ଘର ରାଇକିଆ ବ୍ଳକର ପେଟା ପାଙ୍ଗ । ଗ୍ରାମରେ। ସେ ଶ୍ରୀନଗର ଠାରେ ଡ୍ୟୁଟି କରୁଥିଲେ, lଆସନ୍ତାକାଲି ତାଙ୍କର ପାର୍ଥୀ ବଶରୀର ଗ୍ରାମରେ ପହଞ୍ଚିବ। ମରଶରୀର ପହଞ୍ଚିବାପରେ ନିଜ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରଶାସନ ପକ୍ଷରୁ ସହିଦ ସଂଜୟଙ୍କ ଗ୍ରାମରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ […]

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ…

Udaya_Labanya | June 14, 2021 | 0

ବାଲିଗୁଡ଼ା,୧୪/୦୫(ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ କିଭଳି ସୃଷ୍ଟି ନହେବ ଓ ଏହା ସହ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବା ପରେ ସାମ୍ବାଦିକ ମାନଙ୍କ ମନରେ ଏକ ଉତ୍ସାହ ଏବଂ ଉଦିପନା ସୃଷ୍ଟି ହେଇଛି ବୋଲି ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ […]

ଜଙ୍ଗଲ ମାଫିଆଙ୍କ କବଜାରେ ଭେଜିଆ ସଂରକ୍ଷିତ ଜଙ୍ଗଲ,ହାତୀପଲ…

Udaya_Labanya | May 20, 2021 | 0

ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ରେଞ୍ଜ ର ନୂଆପାଟଣା ଭେଜିଆ ସଂରକ୍ଷିତ ଜଙ୍ଗଲ ପଶୁପକ୍ଷୀଙ୍କ ପାଇଁ ଅସୁରକ୍ଷିତ, ଦୀର୍ଘବର୍ଷ ହେଲା ଅବି ଭେଜିଆ ଜଙ୍ଗଲରେ ପଥର ମାଫିଆ,ଖଣି ମାଫିଆଙ୍କ ରାଜ ଚାଲିଛି,ପ୍ରତେକ ଦିନ ସଂରକ୍ଷିତ ଜଙ୍ଗଲରୁ ଖଣି ମାଫିଆ ମାନେ ଜଙ୍ଗଲ ତାଡି ଗ୍ରାନାଇଟ ପଥର ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିଲେ ମଧ୍ୟ ନାଁ ବନବିଭାଗ ର ନଜର ଅଛି ନା ରାଜସ୍ୱ ବିଭାଗର ନଜର ଅଛି,ତିଗିରିଆରୁ ବିନ୍ଧାଣିମା ଗଲା […]

ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ…

Udaya_Labanya | May 5, 2021 | 0

ଭୁବନେଶ୍ୱର(ଲଲାଟେନ୍ଦୁ ସେନାପତି)ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଆଜି ତୃତୀୟଥର ପାଇଁ ରାଜଭବନରେ ଶପଥ ନେଇଛନ୍ତି, ଏହି ସପଥପାଠ ଉତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଛାଡିଦେଲେ ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନାହାଁନ୍ତି, ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଏହି ଶପଥ ପାଠ ଉତ୍ସଭ ଅନୁଷ୍ଠିତ ହୋଇଥିଲା, ପୂର୍ବରୁ ଉଦୟ ଲାବଣ୍ୟ ଆକଳନ କରିଥିଲା ମମତା ହାରିଲେ ମଧ୍ୟ ସେ ହିଁ ହେବେ ମୁଖ୍ୟମନ୍ତ୍ରୀ, ଆଉ […]

Archives

Categories