#Breaking News

ଅପରେସନ ପରେ ମଧ୍ୟ ଶିଶୁର ମୁଣ୍ଡ ବଢୁଛି. ଚିନ୍ତାରେ ବାପା ମା


ଫୁଲବାଣୀ- (ସୁନୀଲ ପଟନାୟକ)
ଟଙ୍କା ଖର୍ଚ କରି ଶିଶୁ ପୁତ୍ରରଅପରେସନ ପରେ ବାପା ମା ବେଶ ଖୁସି ଅନୁଭବ କରିଥିଲେ।ଭଗବାନ ତାଙ୍କ ଗୁହାରି ଶୁଣିଲେ । ଏଣିକି ଆଉ ଅସୁବିଧା ନାହିଁ I ଅନ୍ୟ ଶିଶୁ ମାନଙ୍କ ପରି ଖେଳିବ,ବୁଲିବ ଆଉ ସ୍କୁଲକୁ ଯିବ ବୋଲି। ହେଲେ ସେମାନଙ୍କ ସବୁ ସ୍ଵପ୍ନ ପାଣି ପରି ମିଳେଇ ଗଲା। ଅପରେସନର ମାସ କେଇଟା ହୋଇଛି କି ନାହିଁ ପୁଣି ଶିଶୁଟି ର ମୁଣ୍ଡ ପୁର୍ବ ଭଳି ବଢ଼ିବାରେ ଲାଗିଲା। ଫଳରେ ବାପା ମା ଚିନ୍ତାରେ ଅଛନ୍ତି । କଣ କରିବେ କଣ ନାହିଁ ବୁର୍ଦ୍ଧି ଦିଶୁନି ଆଉ. I ଯାହା ପାଖରେ ପରେ ସେ ଥିଲା ଭୁବନେଶ୍ଵର ଯାଇ ଶିଶୁଟିର ଅପରେସନ କରାଇଥିଲେ। ଏବେ ପାଖରେ ଆଉ ପାଖରେ ଗୋଟିଏ ପଇସା ବି ନାହିଁ. Iସରକାରୀ ସହାୟତା ହିଁ ଏକମାତ୍ର ଭରସା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ସଦର ମହକୁମା ବନ୍ଧ ସାହିରେ ରହୁଥିବା ସମ୍ବିତ ନାଏକ ଓହୀରାନା ଏକଙ୍କ ପରୀବାରରେ. । ଶିଶୁପୁତ୍ର ର ପୁଣି ମୁଣ୍ଡ ବଢୁଥିବା ଦେଖି ଦୁଃଖରେ ଭାଙ୍ଗି ପଡିଛି ପରିବାର।
ଜିଲା ପ୍ରଶାସନ କିମ୍ଵା ସ୍ଵେଛ। 6ସବୀ ଅନୁଷ୍ଠାନ ନତୁବା କୌଣସି ସହୃଦୟ ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଲେ ସମ୍ବିତ ପୁଅର ପୁନଃ ଚିକିତ୍ସା କରିପାରନ୍ତେ ବୋଲି ଦୁଃଖର ସହ କହିଛନ୍ତି ।

Leave a comment

Your email address will not be published. Required fields are marked *