#Breaking News

ବାବାଜୀଙ୍କୁ କ୍ଷମା ମାଗିଲା ପୋଲିସ

:-
ନରସିଂହପୁର (ସୁବ୍ରତ କୁମାର ମିଶ୍ର)
ନରସିଂହପୁର ବ୍ଲକ ଶରଧାପୁର ର ଭାଗବତ ଆଶ୍ରମର ଗୋବିନ୍ଦ ବାବାଙ୍କୁ ନରସିଂହପୁର ପୋଲିସ ପବିତ୍ର ପଟ୍ଟନାୟକ ଅଶାଳୀନ ବ୍ୟବହାର କରିଥିଲେ ଏହାର ପ୍ରତିବାଦରେ ସାଧୁ ସମାଜ ନରସିଂହପୁର ଥାନା ଘେରାଉ କରିବା ସହ ପୋଲିସ କୁ ସସ୍ପେଣ୍ଡ କରିବା ନିମନ୍ତେ କରିବସିଥିଲେ ମାତ୍ର ୫ ଦିନ ପରେ ପୋଲିସ ନିଜ ଆଡୁ କ୍ଷମା ପ୍ରାଥନା କରିବାରୁ ସମସ୍ୟା ର ସମାଧାନ ହୋଇଯାଇଛି ଫଳରେ ସାଧୁ ସମାଜ ଏଥିରେ ଖୁସି ପ୍ରକଟ କରିଛନ୍ତି ଓ ଏକ ଚୁକ୍ତି ପତ୍ର ପୋଲିସ ତରଫରୁ ଗୋବିନ୍ଦ ବାବାଙ୍କୁ ପ୍ରଦାନ କରାଯାଇଛି .

Leave a comment

Your email address will not be published. Required fields are marked *