#Uncategorized

କନ୍ଦରପୁର ଗ୍ରାମରେ ଅଗ୍ନିକାଣ୍ଡ ।

ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମରେ କୃଷ୍ଣ ଚନ୍ଦ୍ର ରାଉତଙ୍କ ଘରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଜଳିଯାଇଛି ଖବର ପାଈ ବଜ୍ରକୋଟ ସାହିର ଯୁବକ ମାନେ ଏକତ୍ରିତ ହୋଇ କୃଷ୍ଣ ଚନ୍ଦ୍ରଙ୍କ ଚାଳଛପର ଘରେ ଲାଗିଥିବା ନିଆଁ ଲିଭାଇ ବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀ ମଧ୍ଯ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ଆସିବା ବେଳକୁ ଗ୍ରାମ ଯୁବକ ସବୁ କାମ ସାରି ଦେଇଥିଲେ । ଗ୍ରାମବାସୀଙ୍କ ଏଭଳି କାର୍ଯ୍ଯକୁ ସାଧାରଣରେ ଭୂୟଂସୀ ପ୍ରଶଂସା କରାଜାଇଛି ।

Leave a comment

Your email address will not be published. Required fields are marked *