#Headlines #Slider

ପିସି କାରବାର ବନ୍ଦ କରିବା ଦାବିରେ ଆଠଗଡ ବିଜେପି ଯୁବମୋର୍ଚା ତରଫରୁ ଆଠଗଡ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ଅଫିସ ଘେରାଉ କରିଥିଲେ ବିଜେପି ଯୁବମୋର୍ଚା କର୍ମୀମାନେ

ପିସି କାରବାର ବନ୍ଦ କରିବା ଦାବିରେ ଆଠଗଡ ବିଜେପି ଯୁବମୋର୍ଚା ତରଫରୁ ଆଠଗଡ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ଅଫିସ ଘେରାଉ କରିଥିଲେ ବିଜେପି ଯୁବମୋର୍ଚା କର୍ମୀମାନେ,ବିଜେପି ନେତା ରାମନାରାୟନ୍ ମହାନ୍ତି ଓ ତପନ ଲେଙ୍କାଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ସ୍ଥାନୀୟ ଜଗନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ଆସି ଉଭୟ ଅଫିସ କୁ କିଛି ସମୟ ପାଇଁ ଘେରାଉ କରି ରଖିଥିଲେ

Leave a comment

Your email address will not be published. Required fields are marked *