ଜିଆଖତ କରି ସ୍ଵାବଲମ୍ବୀ ହେଲେ ଗାୟତ୍ରୀ

Udaya_Labanya | May 11, 2021 | 0

ଫୁଲବାଣୀ–(ସୁନୀଲ ପଟନାୟକ)ଫୁଲବାଣୀ ସହ ର ର ଗାୟତ୍ରୀ ପ୍ରଧାନ ନାମକ ଜଣେ ଉଚ୍ଚଶିକ୍ଷିତ ମହିଳା ଚାକିରିପଛରେ ନଗୋଡାଇ ନିଜେ ଜିଆ ଖତଉତ୍ପାଦନ କରି ତାକୁ ବିକ୍ରୀ କରି ବେଶ ଦି ପଇସା କମାଇ ପରିବାର ଚଳାଇବା ସହ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।ଗାୟତ୍ରୀଜିଉଦୟ ଗିରି ସ୍ଥିତ କୃର୍ଷି ବିଜ୍ଞାନ କେନ୍ଦ୍ରରେ ଜିଆ ଖତ ଓ ଜିଆ ଜଳପ୍ରସ୍ତୁତି ତାଲିମ ନେବା ପରେ ନିଜେ ଉତ୍ପାଦନ କରି […]

ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର…

Udaya_Labanya | September 7, 2020 | 0

ପଦ୍ମପୁର,(ଉଲାପ୍ର)ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଆଜି ନିରୂପା ସିଂ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ […]

ଚର୍ଚ୍ଚାରେ କଟକର ଗୋଲ୍ଡେନ୍‌ ମ୍ୟାନ୍‌ଙ୍କ ଗୋଲ୍ଡ ମାସ୍କ

Udaya_Labanya | July 18, 2020 | 0

କଟକ: ( ଉ ଲା ପ୍ର ) କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ(Golden Man) ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ […]

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ

admin | December 26, 2019 | 0

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ତାହା ହୁଏତ ସଭିଏଁ ଜାଣିନଥିବେ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ରହିଛି। ଜାଣନ୍ତୁ ଏହା ବିଷୟରେ ….. ଏଥିରେ ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ଲବଣ ଭରପୂର ମାତ୍ରାରେ ରହିଛି। ଏହାସହ ଏଥିରେ ସାମାନ୍ୟ ପରିମାଣରେ କ୍ୟାଲୋରୀ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇରହିଥାଏ। – କନ୍ଦମୂଳରେ ଭରପୂର ମାତ୍ରାରେ ଭିଟାମିନ ବି୬ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ […]

ମନ ଆଗରେ ବୟସ ବାଧକ ନୁହେଁ ।

admin | November 21, 2019 | 0

ବର୍ତ୍ତମାନ ବୁଲେଟ ମଟର ସାଇକେଲର ଯୁଗ ଚାଲିଥିବା ବେଳେ ଯୁବକ ମାନଙ୍କ ମଧ୍ୟରେ ବୁଲେଟ ପ୍ରତି ଆଗ୍ରହ ବଢ଼ିବଢି ଚାଲିଛି,ଏ ବୁଲେଟ କୁ ପଚାଶ ବର୍ଷ ପୁରିବାକୁ ଯାଉଛି,ଦୀର୍ଘ 49 ବର୍ଷ ଧରି ବୁଲେଟ ଚଳାଇ ଆସୁଥିବା ଆଠଗଡ ହାଉସିଂ ବୋର୍ଡର ନିଆରା ମଣିଷ ଅନାଦି ଚରଣ ସ୍ବାଇଁ,1970 ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରିଥିବା ବେଳେ ସେ ଏହି ବୁଲେଟ କୁ ମାତ୍ର 5100 ଟଙ୍କାରେ କିଣିଥିଲେ,ଆଉ ବର୍ତ୍ତମାନ […]

ଆଠଗଡ ରେ କଳା ପଲସର ଆତଙ୍କ ଦେଖାଦେଇଛି

admin | February 14, 2019 | 0

ଆଠଗଡ ରେ କଳା ପଲସର ଆତଙ୍କ ଦେଖାଦେଇଛି,ଦୁଇଗୋଟିକଳା ପଲସର ମଟର ସାଇକେଲରେ 4 ଜଣ ଯୁବକ ଆସି ଆଦିଶକ୍ତି ପେଟ୍ରୋଲ ପମ୍ପର କର୍ମଚାରୀ ନିରଞ୍ଜନ ରଣା ଙ୍କ ଠାରୁ 9ଲକ୍ଷ 65 ହଜାର ଟଙ୍କା ଶିଶୁ ଉଦ୍ୟାନ ନିକଟରୁ ଲୂଟି ନେଇ ପଳାଇ ଯାଇଛନ୍ତି, ନିରଞ୍ଜନ ପେଟ୍ରୋଲ ପମ୍ପ ରୁ ଏହି ଟଙ୍କା ନେଇ ଆଠଗଡ ଷ୍ଟେଟ ବ୍ୟାଙ୍କକୁ ଯାଉଥିବା ବେଳେ 4 ଜଣ ଯୁବକ ଦୁଇଗୋଟି ପଲସର ଗାଡ଼ିରେ ଆସି […]

Archives

Categories