#Breaking News

ଅଗ୍ନିକାଣ୍ଡ ରେ ଘର ଜଳିଗଲା, ବିପନ୍ନ ପରିବାର କୁ ସହାୟତା ଦାବି


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ବପଲମେଣ୍ଡି ଏଲ ପଞ୍ଚାୟତ ର ପାଣ୍ଡୁଗୁଡା ଗ୍ରାମର ଉମେଶ ଡିଗାଲ ଙ୍କ ଘରେଅଚାନକ ନିଆଁ ଲାଗି ଯିବା ଫଳରେ ଲକ୍ଷା ଧିକ ଟଙ୍କା ର ଆ ସ ବାସ ପତ୍ର, ଧାନ, ଚାଉଳ ଆଦି ଜଳି ପୋଡି ପାଉଁଶ ହେଇଯାଇଛିl
ଫଳରେ ଏହି ପରିବାର ବେସାହାରା
ହୋଇଯାଇଛି l ବର୍ତ୍ତମାନ ଅଦିନିଆଝଡ ବର୍ଷା ଓ ଶୀତ ହେଉଥିବା ରୁ ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ କରି ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *