#Uncategorized

*ଗଞ୍ଜାମର ସୂରଜ ବେହେରାଙ୍କ ନାଁରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ:ଏଣିକି ପ୍ରତିବର୍ଷ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ମିଳିବ ‘ସୂରଜ’ ପୁରସ୍କାର ।ଗଞ୍ଜାମ ଜିଲ୍ଲାର ସୂରଜଙ୍କ ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ* *ସୂରଜଙ୍କ ଗରିବ ପରିବାରକୁ ଜମି ଓ ଘର ଦେବାକୁ ନବୀନଙ୍କ ଘୋଷଣା: CMRFରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ମଧ୍ୟ ଘୋଷଣା, ମୃତ ମସ୍ତିଷ୍କଧାରୀ ସୂରଜଙ୍କ ପରିବାର ତାଙ୍କର ମୁଖ୍ୟ ଅଙ୍ଗଗୁଡ଼ିକୁ ଦାନ କରିଛନ୍ତି । ସୂରଜଙ୍କ ସମସ୍ତ କିଡ୍‌ନୀ, ଲିଭର, ହୃତ୍‌ପିଣ୍ଡ ଓ ଚକ୍ଷୁ ଦାନ କରିଛନ୍ତି*

Leave a comment

Your email address will not be published. Required fields are marked *