#Breaking News #District

କୋରାପୁଟ ଜିଲ୍ଲାଙ୍କ ମିଳିତ ଜନ ଶୁଣାଣି ଲକ୍ଷ୍ମୀପୁର ବ୍ଲକ ରେ ଅନୁଷ୍ଠିତ ହବ

ଲଷ୍ମୀପୂର ( ଉଲ୍ଲାପ୍ର )ଆସନ୍ତା ସୋମବାର ଦିନ କୋରାପୁଟ ଜିଲ୍ଲା ପାଳଙ୍କ ମିଳିତ ଜନ ଶୁଣାଣି ଲକ୍ଷ୍ମୀପୁର ବ୍ଲକ ପ୍ରାଙ୍ଗଣରେ ଅନୁଷ୍ଠିତ ହବ ଏହି ଜନ ଶୁଣାଣିରେ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗର ପଦାଧିକାରୀ ମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ବୋଲି ଲକ୍ଷ୍ମୀପୁର ବିଡ଼ିଓ ସୂଚନା ଦେଇଛନ୍ତି। ଏଥିରେ ଲକ୍ଷ୍ମୀପୁର ବ୍ଲକ ଜନ ସାଧାରଣଙ୍କୁ ବ୍ଲକ ତରଫରୁ ଅନୁରୋଧ କରିଛନ୍ତି କି ନିଜ ନିଜର ଏବଂ ଅଞ୍ଚଳର ଯେକୌଣସି ସମସ୍ୟା ଥିଲେ ଜିଲ୍ଲା ପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଇ ସମସ୍ତେ ଜଣାଇ ପାରିବେ।

Leave a comment

Your email address will not be published. Required fields are marked *