#Uncategorized

ଢେଙ୍କାନାଳ ରେ ପରି ମୃତୁକୁ ନେଇ ବିକ୍ଷୋଭ

ବହୁ ଚର୍ଚ୍ଚିତ ନୟାଗଡର ପରୀ ହତ୍ଯାକାଣ୍ଡରେ ସମ୍ପୃକ୍ତିଥିବା ବ୍ଯକ୍ତିକୁ ସୁରକ୍ଷା ଦେଉଥିବା ଓଡିଶା ସରକାରଂକ ମନ୍ତ୍ରୀ ଅରୁଣ ସାହୁଂକୁ ଗିରଫ ଓ ମନ୍ତ୍ରୀ ପଦରୁ ବହିଷ୍କାର ଓ ମନ୍ଯବର ମୂଖ୍ଯମନ୍ତ୍ରୀଂକ ସ୍ପଷ୍ଟିକରଣ ଜନସାଧାରଣଂକ ପାଖରେ ରଖନ୍ତୁ , ଲକ୍ଷ୍ମୀପୁର ସରପଂଚ ସୌମ୍ଯରଂଜନ ପ୍ରଧାନ ଓ ପରୂ ପପିବାରକୁ ସୁରକ୍ଷା ଦିଆଯାଉ । ଏହାର CBI ତଦନ୍ତ ଦାବୀରେ ଓଡିଶା ସୁଚନା ଅଧିକାର ଅଭିଯାନ ଢେଂକାନାଳ ତରଫରୁ ଟାଉନହଲ ଠାରୁ ଜିଲ୍ଲାପାଳଂକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋବ କରାଗଲା ।ଜିଲ୍ଲା ଆବାହାକ ପ୍ରିୟବ୍ରତ ଗଡନାୟକ, ଆଶୁତୋଷ ପଟ୍ଟନାୟକ, ରାମକୃଷ୍ଣ ବେହେରା, ବୈକୁଣ୍ଠ ଦ୍ବୀବେଦୀ, ରଂଜନ ସାହୁ, ରମାକାନ୍ତ ଜେନା, ଜିତେନ୍ଦ୍ର ସାହୁ, ଶୁସାନ୍ତ ଦଳେଈ, କାମାକ୍ଷା ପ୍ରସାଦ ବିହାରୀ, ଅକ୍ଷୟ ପାତ୍ର, କୁମାର ସାନୁ ଜେନା ଯୋଗେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *