#Breaking News

ତୁମୁଡିବନ୍ଧ ବ୍ଲକ ରେ କୋଭିଡ଼ ସଚେତନତା


ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ରେ କୋବିଡ଼ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୁମୁଡିବନ୍ଧ ବ୍ଲକ ତହସିଲଦାର ଏମ ଅନୁରାଧା  ଙ୍କ ନେତୃତ୍ୱରେ  ତୁମୁଡିବନ୍ଧ ବ୍ଲକ ର ବିଭିନ ସ୍ଥାନରେ  କୋଭି ଡ଼ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତ ସଫାରଖିବା , ନିୟମିତ ମାସ୍କ ପରିଧାନ କରିବା  , ସାମାଜିକ ଦୂରତା  ରକ୍ଷା କରିବା  ପାଇଁ ସ୍ଥାନୀୟ ଲୋକଓ ବ୍ୟବସାୟୀ ମାନଙ୍କୁ  ସଚେତନ କରାଯାଇଛି ।। ତୁମୁଡିବନ୍ଧ ବ୍ଲକ ର  ବେଲଘର , କୁର୍ତ୍ତମଗଡ , ତୁମୁଡିବନ୍ଧ ଆଦି ଅଞ୍ଚଳରେ  କୋଭି ଡ଼ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା ।।ଏଥିରେ ପୋଲିସ ବିଭାଗ , ତହସିଲ ବିଭାଗକର୍ମଚାରୀ ମନେ ସଚେତନକାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *