#Breaking News

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ବିକ୍ଷୋଭ


ଫୁଲବାଣୀ(ସୁନୀଲ ପଟନାୟକ)
ଆର୍ଥୀକ ସଂସ୍ଥାମାନଙ୍କଦ୍ୱାରା କ୍ଷତିଗସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ତହସିଲଦାରଙ୍କ ଦ୍ଵାରା ଚିହ୍ନଟ କରିବା ସହ ତୁରନ୍ତ ଜମାକାରିଙ୍କ ଟଙ୍କା ଫେରାଇବା ଲାଗି
ବିକ୍ଷେ । ଭ ପ୍ରଦର୍ଶନ କରିଥିଲେ।
ଜନବାଦୀ ଗୌଡ଼ଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା
ତୁରନ୍ତ ଜମାକାରୀଙ୍କ ଅର୍ଥ ନ ଫେରାଇଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଜନବାଦୀ ଗୌଡ ଚେତାବନୀ ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ବିଜୟ ଜେନା, ମୁକ୍ତେଶ୍ଵର କହଁର, ଜନ୍ମେଜୟ କହର, ପଞ୍ଚମୀ ଭୋଇ, ଦଇମତି କହଁର,ସବିତା କହର ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *