#Breaking News

ରାତି ପାହିଲେ ଖୋଲିବ ୧୦ ଶ୍ରେଣୀ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳରେ ବ୍ୟାପକ ବ୍ୟବସ୍ଥା


ଫୁଲ ବାଣୀ- (ସୁନୀଲ ପଟନାୟକ)
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୬ ତାରିଖ ସୋମବାର ଦିନଠାରୁ ପରୀକ୍ଷାମୂଳକ ଭାବେ ୧୦ମ ଶ୍ରେଣୀ ପିଲାମାନଙ୍କ ପାଠପଢା ଆରମ୍ଭ ହେବ। ଛାତ୍ରଛାତ୍ରୀମାନଙ୍କୁ କ ରୋନା ସଂକ୍ରମଣ ଯେପରି ନ ହେବ ତାକୁ ଦୃଷ୍ଟିରେ ରଖି ସରକାର ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରି ଛୁନ୍ତି।
ଫଳରେ ଆସନ୍ତା କାଲି୨୬ ତାରିଖ ସୋମବାର କନ୍ଧମାଳ ଜିଲ୍ଲାରେ ଥିବା ୧୯୦ ଟି ହାଇ ସ୍କୁଲ ଖୋଲିବାକୁ ଯାଉଛି । ୧୦ ହଜାର ଛାତ୍ରଛାତ୍ରୀ ସୁଲକୁ ଆସି ପIଠପଢିବୋ
ସେଥିମଧ୍ୟରୁବାଲିଗୁଡ଼ାରେ ୧୪, ବାଲିଗୁଡ଼ା
ଏ ନଏସି ରେ ୪ଟି, ଚକାପାଦ ୨୦.ଦାରିଙ୍ଗବାଡି ୨୫,ଜିଉଦୟଗିରି ୧.କନୁଆଗାଁ ୧୭. ଖଜୁରୀପଡ଼ା ୨୦,କୋଟଗଡ ୧୨,ଫିରିଙ୍ଗିଆ ୭,ଫୁଲବାଣୀ, ୨୨, ରାଇକିଆ ୧୬, ଟିକାବାଲି ୧୭, ତୁମୁଡିବନ୍ଧ ବ୍ଲକ୧୫ଏହିପରି ୧୯୦ ହାଇସ୍କୁଲ ରହିଛି ।
ଶନିବାର ସୂଧା୧୯୦ ହାଇସ୍କୁଲ ମଧ୍ୟରୁ ୧୭୪ ହାଇସ୍କୁଲ ସଫା ସୁତୁରା( ସାନିଟାଇଜ) କରାଯାଇଥିବାବେଳେ ଗୋଟିଏ ସ୍କୁଲ ସାନିଟାଇଜ ହୋଇ ନି। ସେହିପରି ୧୫ ଟି ହାଇ ସ୍କୁଲ ଆଶିଂକ ସାନିଟାଇଜ ହୋଇଛି ।
୧୮୬ ହାଇସ୍କୁଲ ରେ ପାନୀୟ ଜଳ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ ହାଇସ୍କୁଲରେନାହିଁ ପାନୀୟ ଜଳ ବ୍ୟବସ୍ଥା, ୩ଟି ହାଇସ୍କୁଲରେ ଆଶିଂକ ପାନୀୟ ଜଳ ବ୍ୟବସ୍ଥା ରହିଛି ।
ସେହିପରି ୧୭୭ଟି ହାଇ ସ୍କୁଲରେଟଏଲେଟବ୍ୟବସ୍ଥା ଠିକ ଠାକ ରହିଥିବାବେଳେ ୩ଟି ହାଇସ୍କୁଲରେଟ ଏଲେଟନ ଥିବାବେଳେ ୧୦ଟି ହାଇସ୍କୁଲରେ ଆଂଶିକ ଟଏଲେଟବ୍ୟବସ୍ଥା ଥିବା ସରକ।ରି ରିପୋର୍ଟରୁ ଜଣା ପଡିଛି । ସେହିପରି ୧୯୦ ହାଇ ସ୍କୁଲ ମଧ୍ୟରୁ ୧୫୮ ହାଇସ୍କୁଲ ଗୁଡ଼ିକରେ ଶ୍ରେଣୀଗୃହ,ଡେସ୍କ 6ବଞ୍ଚ, କମନ ରୁ ମ,.
ଲ।ଇବ୍ରେରୀଆଦି ସଫାରହିଥିବାବେଳେ ୨ଟିରେ ସଫା ନାହିଁ, ୩୦ ହାଇସ୍କୁଲ ଆଂଶିକ ସଫ। ରହିଛି । ୨୬ରୁ ସ୍କୁଲ ଆରମ୍ଭ ହେଲେ ପ୍ରତିଦିନ ଶ୍ରେଣୀଗୃହ ସାନିଟେସନ ବ୍ୟବସ୍ଥା ୧୫୬ ହାଇ ସ୍କୁଲ ରେ ଥିବାବେଳେ ୩୪ଟି ହାଇସ୍କୁଲରେ ନ ଥିବା ଜଣାପଡିଛି।
ଏପରି ସ୍ଥିତିରେ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ୧୯୦ ଟି ହାଇ ସ୍କୁଲ ସରକାରଙ୍କ କୋଭିଡ ଗାଇଡଲାଇନ ପାଳନ କରି

ଆସନ୍ତା କାଲିଠୁ ଯେପରିଖୋଲିବ ସେ ନେଇ ଶିକ୍ଷା ବିଭାଗ ପ୍ରୟାସ କରୁ ଥିବା ଜଣ। ପଡିଛି । ଶିକ୍ଷା ବିଭାଗ ଅଧିକାରୀ ଓପ୍ରଶାସନିକ ଅଧିକାରୀ ମାନେ ସମସ୍ତ ହାଇସ୍କୁଲ ଗୁଡିକୁ ଯାଇ କୋଭିଡ଼ ନିୟମ ପାଳନ କରି ଆବଶ୍ୟକ ପଦ 6କ୍ଷପ ନେବା ଲାଗି ନିର୍ଦ୍ଦେଶ ଦେଇଥିବା ଶିକ୍ଷାଜିଲା ଅଧିକ।ରି ବିକାଶ କୁମାର ପ୍ରଧାନ କହିଛନ୍ତି । ସେହିପରି ଜିଲ୍ଲାରେ ଥିବା କସ୍ତୁରବା ବାଳିକା ହଷ୍ଟେଲ ଓ ଆଦିବାସୀ ହଷ୍ଟେଲ ସବୁ ମଧ୍ୟ ଖୋଲିବାଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଆଦିବାସୀ ଛାତ୍ର ଛାତ୍ରୀମାନେ ହଷ୍ଟେଲରେ ରହି ପାଠ ପଢି 6ବ। ତେବେ
ହଷ୍ଟେଲଗୁଡିକ ରେ ଛାତ୍ରଛାତ୍ରୀଙ୍କୁ କରେ ।ନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଯଥେଷ୍ଟ ରହିଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *