#Breaking News #Uncategorized

ଭାରସାମ୍ୟ ହରାଇ ଅଟୋ ଓଲଟିଲା, ଚାଳକ ଗୁରୁତର


ଫୁଲବାଣ-(ସୁନୀଲ ପଟନାୟକ.) ଗୁରୁବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଚକାପାଦ ର ଯୋଗେଶ୍ଵର ମନ୍ଦିର ନିକଟରେ ଏକ ଅଟେ। ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଖଜୁରିପଡା ବ୍ଲକର ସର।ଚୁଡ଼ ଗ୍ରାମ ର ଅଟୋ ଚାଳକ ପ୍ରଶାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତୀକରାଯାଇଛି । ସୌଭାଗ୍ୟବଶତଅଟେ । ରେ କେହି ଯାତ୍ରୀ ନଥିଲେ। I
ଚକାପାଦ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *