#Breaking News #Uncategorized

ଭେକ୍ସିନ ଗାଡି ଦୁର୍ଘଟଣାଗ୍ରସ୍ତ , ଡ୍ରାଇଭର ଗୁରୁତର


ଫୁଲବାଣୀ- (ସୁନୀଲ ପଟ ନାୟକ)- ଆଜି ଫୁଲ ବାଣୀ ସଦର ମହକୁମାଡାକ୍ତରଖାନାର ଆର ଟି ପି ସି ଆର ଗାଡି ରାରସାମ୍ୟ ହରାଇ ଓ ଲ ଟୀ ଯିବା ଫଳରେଡ୍ରl ଇ ଭର ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଆହତ ଡ୍ରାଇଭର ଜଣଙ୍କ ହେଲେ ରାଜକିଶୋର ବେହେରା ବୋଲି ଜଣାପଡିଛି
ସୂଚନାଯୋଗ୍ୟଯେ,
ଖଜୁରୀପଡା ଥାନା ଅନ୍ତର୍ଗତ ସମର ଡେଗା ବୁଲାଣି ରେ ଗାଡିଟିଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯାଇଥିଲା ।
ଗୁରୁତର ଅବସ୍ଥାରେ ଡ୍ରାଇଭର, ରାଜକିଶୋର କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଖଜୁରିପଡ଼ା ଡ଼ାକ୍ତର ଖାନା ଓ ପରେ ଫୁଲ ବାଣୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।
ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *