#Uncategorized

*ଆଠଗଡ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟକଟା ଛକ ନିକଟରେ ବାଇକ ସହିତ ବୋଲେରୋ ଗାଡିର ମୁହାଁମୁହିଁ ଧକ୍କା ବାଇକ ଆରୋହୀ ଗୁରୁତର ଆହାତ। ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି।ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନା ରେଫର। ଆହାତ ବାଇକ ଆରୋହୀ ଜଣଙ୍କ ହେଲେ ତିଗିରିଆ ବ୍ଲକ ଅଚୋଳକୋଟ ଗ୍ରାମର ହରମୋହନ ଜେନାଙ୍କ ପୁଅ ସଞ୍ଜିବ ମାନସିଂହ।ସଞ୍ଜିବ ଆଜି ଅପରାହ୍ନ ୫ ଟା ସମୟରେ ଅଚୋଳକୋଟ ରୁ ଆଠଗଡ ୧୬ ଘରିଆ ଗ୍ରାମରେ ରହୁଥିବା ଭଡାଘର କୁ ଫେରୁଥିବା ବେଳେ ଅଘଟଣ ।*

Leave a comment

Your email address will not be published. Required fields are marked *