🌞☀⚛ ଆଜିର ରାଶିଫଳ 🌞☀⚛

admin | April 18, 2020 | 60 views |0 | Vastu & Astrology


🌹ମେଷ: ପ୍ରିୟ ବନ୍ଧୁ ମିଳନ ହେବ।ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ।ବନ୍ଧନ ମୁକ୍ତ ହେବାର ସମ୍ଭାବନା ରହିଛି। କଷ୍ଟରେ ଥିବା ବନ୍ଧୁଙ୍କ ସହାୟତା କରିବେ।ବ୍ୟବସାୟରେ ଆଶାଜନକ ଫଳ ପାଇବେ।

🌹ବୃଷ: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ ପରିବାରର ସମସ୍ତେ ଆପଣଙ୍କ ପ୍ରତି ଖୁସି ରହିବୋ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

🌹 ମିଥୁନ: ଭାଗ୍ୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପରିବାରରେ ଅଶାନ୍ତି ବଢ଼ିପାରେ ବାହାରକୁ ଗଲେ ସାବଧାନତା ଅବଲମ୍ବନ କରନ୍ତୁ।

🌹କର୍କଟ: ଲକ୍ଷ୍ୟ ହାସଲ ଲାଗି ଯୋଜନା କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ ଛାତ୍ରଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ ।

🌹ସିଂହ:ସଫଳତା ଆପଣଙ୍କ ହାତ ମୁଠାରେ। ଦୃଢ଼ ମନୋବଳ ଦ୍ବାରା କାମ ସଂପୂର୍ଣ୍ଣ କରିନେବେ। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

🌹କନ୍ୟା: ମାନସିକ ଶାନ୍ତି ପ୍ରାପ୍ତ ହେବ।ନିଜର ଶକ୍ତିକୁ ଠିକ୍ ରୂପେ ବ୍ୟବହାର କରିବେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବା ବ୍ୟବସାୟରେ କାହାରି ସହଯୋଗ ପାଇବେ ।

🌹ତୁଳା: ବ୍ୟବସାୟ ସମ୍ବନ୍ଧରେ ନିଷ୍ପତ୍ତି ନେବା କଠିନ ହୋଇପାରେ ଉଚ୍ଚ ଅଧିକାରୀଙ୍କ ଠାରୁ ଦୁର୍ବବହାର ମିଳିପାରୋ ରଚନାତ୍ମକ କାମରେ ଲାଭ ମିଳିବ ।

🌹ବିଛା:ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଘରୋଇ ବାତାବରଣ ଅନୁକୂଳ ରହିବା ଆମଦାନି ପାଇଁ ସୁଯୋଗ ଆସିବା ।

🌹ଧନୁ: ଆତ୍ମବିଶ୍ବାସ ଅତୁଟ ରହିବା ଆପଣ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବେ। କୌଣସି ସୁଖଦ ଖବର ପାଇବେ।

🌹ମକର: ବନ୍ଧୁଙ୍କ ପାଇଁ ଜରୁରୀ ଭୂମିକା ନିର୍ବାହ କରିବେ ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଚାକିରିରେ କାମ ପାଇଁ ପ୍ରଶଂସା ମିଳିବା

🌹କୁମ୍ଭ: ମନରେ ଉତ୍ସାହ ବଜାୟ ରହିବା କିଛି ମାମଲାରେ ବରିଷ୍ଠଙ୍କ ପରାମର୍ଶ କାମରେ ଆସିପାରେ ପାରିବାରରେ ସୁଖ ସୁବିଧା ବୃଦ୍ଧି ହେବ ।

🌹ମୀନ: ଭାଗ୍ୟର ସହଯୋଗ ପାଇବେ ବ୍ୟବସାୟ ସଂପର୍କିତ ଭଲ ଖବର ପାଇବେ ପରିବାରରେ ଶାନ୍ତି ବଜାୟ ରହିବା

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜିର ରାଶିଫଳ

Udaya_Labanya | January 29, 2022 | 53 views |0

ଅଦ୍ୟ ଜାନୁଆରୀ ମାସ ୨୯ ତାରିଖ ୨୦୨୨ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାଘ- କୃଷ୍ଣପକ୍ଷତିଥି- ଦ୍ୱାଦଶି ରାତ୍ରି ଘ ୦୮/୨୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ମୂଳା ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼।ଚନ୍ଦ୍ର- ଧନୁଯୋଗ-ବ୍ୟାଘାତକରଣ - କୌଳବସୌରମାସ- ମକର ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ…

ଆଜିର ରାଶିଫଳ

Udaya_Labanya | January 17, 2022 | 62 views | 0

ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୨ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସପୌଷ- ଶୁକ୍ଳପକ୍ଷତିଥି- ପୂର୍ଣ୍ଣିମା ରାତ୍ରି ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୫/୧୪ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାଚନ୍ଦ୍ର- ମିଥୁନ ରାତ୍ରି ଘ ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ…

Leave a Reply

Your email address will not be published. Required fields are marked *

Archives

Categories