#Breaking News #District

ପ୍ରେସ କ୍ଳବ ରେ ୭୭ତମ ସ୍ୱାଧୀନତା ଦିଵସ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
ଜିଲ୍ଲା ପ୍ରେସ କ୍ଳବ ରେ ୭୭ ତମ ସ୍ୱାଧୀନତା ଦିଵସ ମହାସମାରୋହ ରେ ପାଳିତ ହୋଇଥିଲା l
ଏହି ଅବସରରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ପ୍ରେସ କ୍ଳବ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ୱାଧୀନତା ଆଣିବାରେ ଯେଉଁ ମହାପୁରୁଷ ମାନେ ପ୍ରାଣ ବଳି ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କଷ୍ଟ ଲବ୍ଧ ସ୍ୱାଧୀନତା ଓ ଦେଶ ର ଏକତା, ଅଖଣ୍ଡତା କୁ ଅତୁଟ ରଖିବା କୁ ଆହ୍ୱାନ ଦେଇଥିଲେ l
ଏହାପରେ , ମିଡ଼ିଆ ଫୋରମ୍ ପକ୍ଷରୁ ସଭାପତି ସନ୍ତୋଷ ଦିଗାଲ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ୍ ସମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସତ୍ୟ ବେହେରା, ସୁନୀଲ ବିଶ୍ବାଳ, ଅଶୋକ ମହାନ୍ତି, ସୂର୍ଯ୍ୟ ବେହେରା, ବରିଷ୍ଠ ସାମ୍ବାଦିକଗୋପାଳ କୃଷ୍ଣ ପଟ୍ଟନାୟକ, ଫିଲ ମୋହନ ନାୟକ, ସନ୍ତୋଷ ଦିଗଲ, ଶିବ ରାମ ନାୟକ, ଶିବ ପ୍ରସାଦ ନାୟକ, ଶିବାନୀ ସୁଅlର, ପ୍ରଶାଂତଜେନା, ବୀରେନ୍ଦ୍ର ସୁବୁଦ୍ଧି, କାହ୍ନl ପଟନାୟକ, କାହ୍ନlଦିଗଲ, କନ୍ଧ ମାଳ ଜିଲା ଡିଜିଟାଲ ମିଡିଆ ସଭାପତି ଖିତିଶ୍ ମଲିକ, ସଂପାଦକ ସୁଧୀର ମହାରଣା, ଆଦିତ୍ୟ ତ୍ରିପାଠୀ, ବଦ୍ୟ ନାୟକ, ବଦ୍ୟ ନାଥ ବେହେରା ଜୟ ସେନ ପରିଡ଼ା, ରାକେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *