#Breaking News

ଫିରିଙ୍ଗିଆ ବନ୍ଧ ଗଡ଼ ଜଙ୍ଗଲ ମଧ୍ୟରୁ ଦୁଇ ଶିକାରୀ ସହ ବନ୍ଧୁକ ଓ ଗୁଳି ଜବତ


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲ ବିଭାଗ 6 ରଂଜ ଅଧିନବନ୍ଧଗଡ଼ ଜଙ୍ଗଲ ମଧ୍ୟରୁ ରବିବାର ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହ ୧୦ଟି ଗୁଳି, ବାଟଲିଖଡ଼ା, ଓ ବଣକୁକୁଡା ଓ ପକ୍ଷୀମାଂସ ଜବତ କରିଛି । ବନ ବିଭାଗ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରା ଙ୍କ ନିର୍ଦ୍ଦେଶରେ ଫିରିଙ୍ଗିଆ ବନବିଭାଗ ରେଞର ର ବିଜୟମଲିକଙ୍କ ତତ୍ତ୍ଵାବଧାନରେ ବରୀଷ୍ଠ ଫରେଷ୍ଟର ସରୋଜ ମିଶ୍ରଙ୍କ ନେତୃତ୍ଵରେ ବନବିଭାଗ ସ୍କ୍ବାର୍ଡ ଚଢାଉ କରି ଏମାନଙ୍କୁ ଧରିଥିଲା।
ଏମାନଙ୍କ ନାମରେ ୫୧ ଓ ୨୭ୱ ୲ ଇଲଡ଼ଲାଇ ଫ ପ୍ରୋଟେକ୍ସନ ଆକ୍ଟ ୧୯୭୨ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା କଥା ବନ୍ଧ ଗଡ଼ ଫରେଷ୍ଟର ସରୋଜ ମିଶ୍ର କହିଛନ୍ତି । ବନ୍ଧ ଗଡ଼ଫରେଷ୍ଟର ମିଶ୍ରଙ୍କ ନିଷ୍ଠାପର ଉଦ୍ୟମ,
କ।ର୍ଯ୍ୟ ଦକ୍ଷତା, ଉପସ୍ଥିତ ବୁଦ୍ଧିଯୋଗୁ ଦୁଇଶିକାରି ଙ୍କ ଗିରଫ ସମ୍ଭବ ହୋଇପାରିଲା ।

Leave a comment

Your email address will not be published. Required fields are marked *