#Breaking News #Uncategorized

ଫିରିଙ୍ଗିଆ ପୋଲିସ ଦ୍ୱାରା ବିପୁଳ ପରିମାଣର ଗ6ଜଂ ଜବତ, ୨ ଗିରଫ


ଫୁଲ ବାଣୀ- (ସୁନୀଲ ପଟନାୟକ) କୌଣସି ସୁତ୍ରରୁ ଖବର ପାଇ ଶୁକ୍ରବାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପୋଲିସ ଫିରିଙ୍ଗିଆ ଅଞ୍ଚଳରେ ସଦଳବଳେଚଢ।ଉକରି ୩କ୍ଵିଣ୍ଟାଲ ୨୦କେଜି ଗ 6ଜଂ ଇ ଜବତ କରିବା ସହ ଚୋରାଚାଲାଣରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ୫୯/୨୧ରେ ମାମଲା ରୁଜୁ କରିଥିବା କଥା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ କହିଛନ୍ତି ।
ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ ପରେ ମଧ୍ୟ ଏହି ଅଞ୍ଚକରେ ଗ6ଜଂ ଇ ଚୋରାଚାଲାଣ କମିବାର ନା ନେଉନି ଫଳରେ ପୋଲିସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି।

Leave a comment

Your email address will not be published. Required fields are marked *