#Breaking News

କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ରେ ମିଶ୍ରଣ ପର୍ବ ଅନୁଷ୍ଠିତ

କଟକ(ଉଲାପ୍ର) କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ 15 ନମ୍ବର ୱାର୍ଡରେ ଶ୍ରୀମତି ନମିତା ମିଶ୍ର ଙ୍କ ନେତୃତୁରେ ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ବିଜେପି କଟକ ନଗର ସଭାପତି ଶ୍ରୀ ଯୁକ୍ତ ଲଲାଟେନ୍ଦୁ ବଡୁ, ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର ଉପସଭା ନେତ୍ରୀ ଶ୍ରୀମତି କଳ୍ପନା ପଟ୍ଟନାୟକ ପୂର୍ବତନ ଡେପୁଟି ମେୟର ଶ୍ରୀ ଯୁକ୍ତ ବିଜୟ ମହାପାତ୍ର ,ସମ୍ପାଦକ ଶ୍ରୀ ଜୟକୃଷ୍ଣ ସ୍ୱାଇଁ ,ଶ୍ରୀ ସୁଧୀର ଶତପଥି,ଜିଲ୍ଲା ସଂଖ୍ୟଲଘୁ ସଭାପତି ଶ୍ରୀ ଏମ ଡି ସବୀର,ଦମୟନ୍ତି ବେହେରା, ପ୍ରିୟ ଦର୍ଶିନୀ ସାହୁ, ଦୀପ୍ତି ବିଶ୍ୱାଳ, ସରୋଜିନ ପଣ୍ଡା, ଆରତୀ ବେହେରା, ସବିତା ସେଠି, ନଳିନୀ ପ୍ରଭା ପରିଜା, ମମତା ପ୍ରଧାନ, ଭାନୁମତି ବେହେରା, ମଞ୍ଜୁଲତା ସାହୁ ଓ ମେନେକା ବେହେରା ପ୍ରମୁଖ 30 ରୁ ଉର୍ଦ୍ଧ୍ବ ମହିଳା ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଇଥିଲେ

Leave a comment

Your email address will not be published. Required fields are marked *