#Breaking News

ଆଜିଠାରୁ ସପ୍ତମ ସହୀଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨


ଫୁଲବାଣୀ(ସୁନୀଲପଟନାୟକ)
ଆସନ୍ତାକାଲିଠାରୁ ଫୁଲବାଣୀ ସ୍ଥିତ ରିଜର୍ଭପଡ଼ିଆଠାରେ ସପ୍ତମ ସହୀଦମେ ମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିବେ । ଆସନ୍ତାକାଲି ଦିନ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ଆସନ୍ତାକାଲି ୨୧ ତାରିଖ ଦିନ ଗ୍ରାଉଣ୍ଡ ୧ରେ ଏସଓଜି ୧୧ ଓ ବ୍ଲ କ୍ଯ।ପସ ଓ ଗ୍ରାଉଣ୍ଡ ୨ରେ ଜୁନିୟର ୧୧ଓଜି.ଉଦୟଗିରି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।ରିଜର୍ଭ ଇନସ୍ପେକ୍ଟର
ଧ6ର୍ମନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ଆଗ୍ରହ ଓ ଉଦ୍ୟମ . ରେ ଏହି ମ୍ୟାଚ ଆୟୋଜନ କରାଯାଇଛି । ଏଥିରେ ପୋଲିସ ସଂଘର ସକ୍ରୀୟ ସହଯୋଗ ରହିଛି ।
ଚମ୍ପିୟନଦଳ ଓ ରନର୍ସ ଦଳ କୁ ଆର୍ଥୀକ ପୁରସ୍କାର ସହ ଟ୍ରଫି ରହିଛି ।
ଫାଷ୍ଟ ସେମିଫାଇନାଲ ୨୭ରେ ହେବାକୁଥିବାବେଳେ ସେକେଣ୍ଡ ସେମିଫାଇନାଲ ମ୍ୟାଚ ୨୮ରେ ଓ ଫାଇନାଲ ୩୦ ତାରିଖ ଦିନ ଅନୁଷ୍ଠିତ ହେବ।
ଏହି ମ୍ୟାଚରେ ପୋଲିସକ୍ରିକେଟ ଟିମ, ପ୍ରେସ ୧୧.ଏସ ଓ ଜି. ଫିରିଙ୍ଗିଆ, ଜି.ଉଦୟଗିରି,ରାଇକିଆ, ସାରଙ୍ଗ ଡ. ତୁମୁଡିବନ୍ଧ, ଆର. ନୂଆଗାଁ, ଜୁନିୟର ୧୧,ବ୍ଲ୍କ୍କ୍କ୍କ୍ୟ ପସ,ବିଶିପଡ଼ା, ମ ନିଫାଇଟର, ଗୋଛା ପଡା, ଡିଏଏ ଫୁଲବାଣୀ, ଏସ.ଡିଏଏବାଲିଗୁଡ଼ା ଆଦି ଅଂଶଗ୍ରହଣ କରିବେ। ଖେଳଯେପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ସେଥିପ୍ରତି ଆୟୋଜକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବା କହିଛନ୍ତି ।

Leave a comment

Your email address will not be published. Required fields are marked *