#Breaking News

ଢେଙ୍କାନାଳ ରେ ବର୍ଷା

କୁଆଳ ମାଣିକମରା ବସୁଲେଇ ଓ ଗେଙ୍ଗୁଟିଆ ପଞ୍ଚଯାତ ରେ ପରଜଙ୍ଗ ଜୋନ ୧ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପାର୍ଥୀ ରୁନୁ ବର୍ମା ଙ୍କ ପାଇଁ ସୁନାମଧନ୍ୟ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଗାଁ ଗାଁ ବୁଲି ରୋଡ଼ ସୋ ରେ ନିର୍ବାଚନ ପ୍ରଚାର କରିବେ l ତାଙ୍କ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ର ଅଧକ୍ଷ ବିଜୟ ନାୟକ ଏବଂ ପରଜଙ୍ଗ ବ୍ଲକ ଅଧକ୍ଷ ଅକ୍ଷୟ ବେହେରା, ବ୍ଲକ ଯୁବ ସଭାପତି ସୁବ୍ରତ ଦାସ ପ୍ରମୁଖ ସାମିଲ ଅଛନ୍ତି l

Leave a comment

Your email address will not be published. Required fields are marked *