ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,ଫଗୁଦଶମୀ ଠାରୁ…

Udaya_Labanya | March 25, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,କାହିଁ କେଉଁ କାଳରୁ ଚାଲି ଆସିଛି ଆଠଗଡ ଗଡଜାତ ରେ ଦୋଳପର୍ବ ଓ ପଞ୍ଚୁଦୋଳ, ଆଠଗଡ ର ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମା ଆଠଗଡ କୁ ରାଜବାଟି ଆଣିବା ପୂର୍ବରୁ ପ୍ରଥମେ ନିଜ ଅଞ୍ଚଳରୁ ଅମଳ ହୋଇ ଖମାର ରେ ଭର୍ତ୍ତି ହୋଇଥିବା ଧାନର ଗାଁ ଖମାର ନୂଆଗାଁ ରେ ଫଗୁଦଶମୀ ରେ ଭୋଗ ଖାଇଥାନ୍ତି ରାଧଗୋବିନ୍ଦ, ବିଶ୍ୱନାଥ ଯେହେତୁ ଜଣେ କୃଷ୍ଣ ଭକ୍ତ ଥିଲେ […]

ଜୀବନ ଜୀବିକାରେ ହାରି ଯାଇନାହାନ୍ତି ବଂଶୀଧର

Udaya_Labanya | August 5, 2020 | 0

ଆଠଗଡ(ଉଲାପ୍ର) ଆଠଗଡ ସହର କନ୍ତଲର ବଂଶୀଧର ପ୍ରଧାନ ।ପେସାରେ ଜଣେ ସିଲେଇ ମିସ୍ତ୍ରୀ, ସେ ଦୀର୍ଘ ୩୫ବର୍ଷ ଧରି ସିଲେଇ କାମ କରି ଆସୁଛନ୍ତି ଆଠଗଡ ରେ,ହେଲେ ଲକଡାଉନ ସତେ ଯେମିତି ତାଙ୍କ ହସ ଖୁସିର ସଂସାର ଉପରେ ସତେ ଯେମିତି ବାଧା ସୃଷ୍ଟି କରି ଦେଇଛି,କରୋନା ଯୋଗୁ ସବୁ ଆଡେ ଲକଡାଉନ ଓ ସଟଡାଉନ ହେବା ଯୋଗୁ ଦୋକାନ ବଜାର ବନ୍ଦ ରହିଲା,ଯାହା ଫଳରେ ସିଲେଇ କାରୀଗରଙ୍କ ହାତକୁ ଆଉ […]

ଗଞ୍ଜାମ ରେ କରୋନା ଦେଖାଉଛି କରାଳରୂପ

Udaya_Labanya | July 13, 2020 | 0

ଆଠଗଡ(ଉଲାପ୍ର)ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଚରମ ସୀମାରେ ପହଁଞ୍ଚି ଅଛି।ଜିଲ୍ଲାର ସାନଖେମୁଣ୍ଡି ବ୍ଲକର କଙ୍କୋରୁଡା ପଞ୍ଚାୟତର ଅଙ୍ଗନବାଡ଼ି କାର୍ଯ୍ୟରତ ସୁପରଭାଇଜର ଅଶାନ୍ତ ପାତ୍ର ମହାମାରୀର ଶିକାର ହୋଇଛନ୍ତି। ସେ କଙ୍କୋରୁଡା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଦାୟିତ୍ଵ ନିର୍ବାହ କରୁଥିଲେ। ତାଙ୍କର ଦେହ ଅସୁସ୍ଥ ହେବାରୁ କୋଭିଡ ଆମ୍ବୁଲାନ୍ସ ମଗାଇଥିଲେ । ଅନ୍ୟର ସୁରକ୍ଷା ପାଇଁ ନିଜର ଜୀବନ ବିପଦରେ ପକାଇଥିଲେ। ହେଲେ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିଥିଲେ। ତାଙ୍କର […]

ପ୍ରେମିକ କୁ ଦେଖି ବେଦୀରୁ ଉଠି ଚାଲିଗଲା…

admin | March 1, 2020 | 0

ବରଗଡ଼ : ବରଗଡ଼ ଜିଲ୍ଲା ର ଝାରବନ୍ଧ ଗ୍ରାମରେ ଏକ ବିବାହ ଅଧାରୁ ଭାଙ୍ଗି ଯାଇଛି। ବର ମଙ୍ଗଳସୂତ୍ର ପିନ୍ଧାଇବାକୁ ଯାଉଥିବା ବେଳେ କନ୍ୟା କିଛି ଏଭଳି ଦେଖିଥିଲା, ଯାହା ପରେ ସେ ତୁରନ୍ତ ବେଦିରୁ ଉଠିଯିବା ସହ ବିବାହ କରିବାକୁ ମନା କରି ଦେଇଥିଲା। ନିଜର ପୁରୁଣା ପ୍ରେମକୁ ଆଖି ଆଗରେ ଦେଖି ଅନ୍ୟ ହାତରୁ ସିନ୍ଦୁର ପିନ୍ଧି ପାରି ନଥିଲା କନ୍ୟା। ଏହା ସହ ସିଧା ବେଦିରୁ ଉଠି ଚାଲି […]

ଜଲିଉଡ କୁଇନ୍‌ ଜୁଲି ପଣ୍ଡାଙ୍କୁ ସଂଯୋଗବଶତଃ ମିଳିଥିଲା…

admin | February 12, 2020 | 0

ଭୁବନେଶ୍ବର: ମୁଁ ଯାତ୍ରାରେ ଅଭିନୟ କରିବି। ଲୋକେ ଦେଖିବେ। ସାବାସୀ ଦେବେ। ସ୍କୁଲ୍‌ରେ ପଢ଼ିବା ବେଳେ ଜୁଲି ପଣ୍ଡାଙ୍କୁ ଘାରିଥିଲା ଏଇ ନିଶା। ଏଣେ ବାପା ପୁରୋହିତ। ବ୍ରାହ୍ମଣ ଘରର ରକ୍ଷଣଶୀଳ ପରିବାରରେ ଝିଅଟେ ଯାଇ ଯେ ଯାତ୍ରାରେ ଅଭିନୟ କରିବ, ଏକଥା ଘର ଲୋକ ପସନ୍ଦ କରୁନଥିଲେ। ମାତ୍ର ଜୁଲିଙ୍କ ଏକା ଜିଦ୍‌, ସେ ଅଭିନୟ କରିବେ। ଯେମିତି ତାଙ୍କ ଶିରା ପ୍ରଶିରାରେ କଳାକାରର ରକ୍ତ ପ୍ରବାହିତ ହେଉଥିଲା। ସେତେ‌ବେଳେ […]

ଦିଲ୍ଲୀ ଦଖଲ ସ୍ୱପ୍ନରେ କେତେ ଟଙ୍କାର ସାମଗ୍ରୀ…

admin | February 10, 2020 | 0

୬ ଜାନୁଆରୀରୁ ୫ ଫେବୃଆରୀ । ଅର୍ଥାତ ଗୋଟିଏ ମାସ । ଆଉ ଏହି ଗୋଟିଏ ମାସ ଭିତରେ ଜବତ ହେଲାଣି କୋଟି କୋଟି ଟଙ୍କା । ୬ ଜାନୁଆରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଆଉ ତା ପରଠୁ ଦିଲ୍ଲୀ ଦଖଲ ପାଇଁ ଧନ ବଳ, ଅସ୍ତ୍ରଶସ୍ତ୍ର, ମାଦକ ଦ୍ରବ୍ୟ ଓ ସୁନା ଗହଣା ଇତ୍ୟାଦି ଜବତ ହୋଇ ଚାଲିଛି । ଫେବୃଆରୀ […]

ଧଳା ଉଡ଼ାଜାହାଜ ପଛର କାହାଣୀ

admin | January 31, 2020 | 0

ବିଶ୍ବର ନାମକରା ଏୟାରଲାଇନ୍ସର ବିମାନଗୁଡ଼ିକ ଧଳା ରଙ୍ଗ ହୋଇଥିବାର ଦେଖାଯାଏ। କାଁଭାଁ କ୍ବଚିତ୍ ଉଡ଼ାଜାହାଜର ଅନ୍ୟ ରଙ୍ଗ ହୋଇଥାଏ। ତେବେ ଅଧିକାଂଶ ଧଳା ରଙ୍ଗ ହେବା ପଛର ଯଥାର୍ଥ କାରଣ ରହିଛି। ଆକାଶ ଯାତ୍ରା ସମୟରେ ଧଳା ରଙ୍ଗ ବେଶ୍ ଦୂରରୁ ସୁସ୍ପଷ୍ଟ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଏହା ସହ ଧଳା ରଙ୍ଗରେ ଯାନରେ କୌଣସି ଭଙ୍ଗାଭଙ୍ଗି ବା ଦାଗ ହେଲେ, ତାହା ସ୍ପଷ୍ଟ ଭାବେ ଦେଖାଯାଏ। ତେଣୁ ଯଥାଶୀଘ୍ର […]

‘ଭାସମାନ ଡାକଘର’

admin | January 31, 2020 | 0

ଭୂ-ସ୍ବର୍ଗ ଭାବେ ଜଣାଯାଉଥିବା ଶ୍ରୀନଗରରେ ପର୍ଯ୍ୟଟକଙ୍କ ସଂଖ୍ୟା ସେଭଳି ବୃଦ୍ଧି ନ ପାଇବାର ମୁଖ୍ୟ କାରଣ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଭୟ। ଏକ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଆମେରିକା ଓ ଇଉରୋପରୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀନଗର ଯିବାରେ ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ସେଠାକାର ପାରିପାର୍ଶ୍ବିକ ପରିସ୍ଥିତି ଠିକ୍ ରହୁନଥିବାରୁ ପର୍ଯ୍ୟଟକ ଆଗେଇପାରନ୍ତିନାହିଁ। କେତେଜଣ ପର୍ଯ୍ୟଟକ ଅବଶ୍ୟ ଚ୍ୟାଲେଞ୍ଜ୍‌ ଭାବେ ଜୀବନକୁ ଗ୍ରହଣ କରି ସେଠାକୁ ଯାତ୍ରା […]

ତିନି ପିଲାଙ୍କୁ ଖାଇବାକୁ ଦେବାକୁ ୧୫୦ ଟଙ୍କାରେ…

admin | January 10, 2020 | 0

: ନିଜେ ଉପାସ ରହି ସେ ନିଜ ପିଲାଙ୍କ ପେଟକୁ ଖାଇବା ଦେଇଥାଏ, ସେ ହେଉଛି ମାଆ। ଦାରିଦ୍ର୍ୟର କଷାଘାତ ତଳେ ଛନ୍ଦି ହୋଇ ଗୋଟିଏ ମା’ ତାର କୁନି କୁନି ପିଲାଙ୍କ ମୁହଁରେ ଦୁଇ ମୁଠା ଦାନା ଦେବା ପାଇଁ ଶେଷରେ ୧୫୦ ଟଙ୍କାରେ ତା’ ମୁଣ୍ଡର ଚୁଟି ବିକିବା ପାଇଁ ବାଧ୍ୟ ହୋଇଛି। ଏହିପରି କିଛି ଘଟଣା ତାମିଲନାଡୁର ଜଣେ ୩୧ ବର୍ଷୀୟ ମହିଳା ପ୍ରେମାଙ୍କ ସହିତ ଘଟିଯାଇଛି। […]

ବଥୁଆ ଶାଗର ଉପକାରୀ ଗୁଣ

admin | December 22, 2019 | 0

ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସେଭଳି କିଛି ଶାଗ ମଧ୍ୟରୁ ଆପଣ ବଥୁଆ ଶାଗ ନାମ ତ ଶୁଣଥିବେ। ମାତ୍ର ଏହାର ଉପକାରୀ ଗୁଣ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଏହା ଅଧିକାଂଶ ଶୀତ ଦିନେରେ ହିଁ ମିଳିଥାଏ। ଏହାସହ ଶୀତ ଦିନେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରକ। ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ , ଆଇରନ କ୍ୟାଲସିୟମ, ଫସଫରସ ଓ ପୋଟାସିୟମ […]

Archives

Categories