#Breaking News #Uncategorized

ନରସିଂହପୁର ରେ ଜଳିଗଲା ଛତୁ ଫାର୍ମ

ନରସିଂହପୁର (ଉଲାପ୍ର)
ନରସିଂହପୁର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗାଲିସିଗାଡ଼ିଆ ଗ୍ରାମର ପବିତ୍ର ମୋହନ ପଣ୍ଡା ଙ୍କର ଛତୁ ଫାର୍ମ ଓ ଛତୁ ପ୍ରସ୍ତୁତ ପାଇଁ ରଖା ଯାଇଥିବା 45 ହଜାର ନଡ଼ା ଗଦା ଗତକାଲି ଜଳିଯାଇଛି। ପ୍ରାୟ ଏକ ଲକ୍ଷ ଟଙ୍କା କ୍ଷତି ହୋଇଥିଲା ପବିତ୍ର ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ର ପ୍ରକୃତ ଆକଳନ କରି କ୍ଷତି ପୁରାଣ ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି।

Leave a comment

Your email address will not be published. Required fields are marked *