#Breaking News #Uncategorized

କାନାଡା ବ୍ୟାଙ୍କ ରେ କୋଭିଡ଼ ନିୟମ ଉଲଘଂନ


ନରସିଂହପୁର (ଉ ଲା ପ୍ର)
ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି କାନାଡ଼ା ବ୍ୟାଙ୍କ ଶାଖାରେ ସମ୍ପୂର୍ଣ କୋଭିଡ଼ ନିୟମ ଉଲଘଂନ ହେଉଅଛି । ଏଥିରେ ଗ୍ରାହକ ଙ୍କ ପାଇଁ ସାମାଜିକ ଦୂରୁତ୍ୱ ରକ୍ଷା କରିବା ନିମନ୍ତେ କୌଣସି ସୂଚନା ଫଳକ ନାହିଁ । କାଳିଆ ଟଙ୍କା ନିମନ୍ତେ ପ୍ରତିଦିନ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।

Leave a comment

Your email address will not be published. Required fields are marked *