#Uncategorized

*ମୟୂରଭଞ୍ଜ ରାଇରଙ୍ଗପୁରରେ ଅଧ୍ୟାପିକାଙ୍କ ମୃତ୍ୟୁ ମାମଲା: ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ୩ ଗିରଫ । ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁ ଯାଜପୁର ଧାନମଣ୍ଡଳରୁ ଗିରଫ* *କେନ୍ଦୁଝରରେ ରେଳବାଇ ଗ୍ୟାଙ୍ଗମ୍ୟାନ ଭାବେ କାମ କରୁଥିଲା ସୌମ୍ୟରଂଜନ । ଅନ୍ୟ ୨ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳ ମଧ୍ୟ ଗିରଫ । ୬ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଅଧ୍ୟାପିକାଙ୍କ ବାପା*

Leave a comment

Your email address will not be published. Required fields are marked *