#Uncategorized

ଓଡିଶା ହେବ ମଦୁଆ ରାଜ୍ୟ

ରାଜ୍ୟ ସରକାର ମଦ ଓ ଗଞ୍ଜେଇ କୁ ଯେପରି ଭାବେ ଆଗକୁ ନେଇଛନ୍ତି ସତେ ଯେମିତି ଲାଗୁଛି ରାଜ୍ୟ ଏବେ ମଦୁଆ ଆଡକୁ ଗତି କରୁଛି,ଆଜି ଅପରାହ୍ନରେ ଆଠଗଡ ବ୍ଲକ ଛେନା ଖିଆ ନୂଆଗାଁଠାରେ ଦେଶୀ ମଦ କୁ ନେଇ ଗ୍ରାମରେ ତୀବ୍ର ଉତେଜନା ପ୍ରକାଶ ପାଇଥିବା ବେଳେ ସରପଞ୍ଚ ଙ୍କୁ ଧକା ବେକୁଆ ମାରିଛନ୍ତି ମଦ ମାଫିଆ,ଏହାକୁ ନେଇ ଗ୍ରାମବାସୀ ମାନେ ଏକାଠି ହୋଇ ସମ୍ପୃକ୍ତ ମଦ ବ୍ୟବସାୟୀ ଙ୍କ ଘରେ ଚଢ଼ାଉ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି, ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ୍ କରାଯାଇଛି, ମଦ ଓ ଗଞ୍ଜେଇ ପାଇଁ ରାଜ୍ୟ ଆଗେଇଛି

Leave a comment

Your email address will not be published. Required fields are marked *