#Uncategorized

* ଆଠଗଡ଼ରେ ଧରାପଡ଼ିଲା ବଜ୍ରକାପ୍ତା ଚାଲାଣ ରାକେଟ: ୮ ଚୋରା ଚାଲାଣକାରୀଙ୍କୁ ଗିରଫ କଲା ବନ ବିଭାଗ, ଆଠଗଡ଼ରୁ କୋଲକାତା ଦେଇ ମିଆଁମାର ଚାଲାଣ ହେଉଥିଲା* *ଅନ୍‌ଲାଇନ୍‌ରେ ବଜ୍ରକାପ୍ତା ବେପାର କରୁଥିଲେ ଚାଲାଣକାରୀ, ଗୋଟିଏ ବଜ୍ରକାପ୍ତାର ମୂଲ୍ୟ ୯ରୁ ୧୦ ଲକ୍ଷ ଟଙ୍କା, ଚାଲାଣକାରୀଙ୍କ ନିକଟରୁ ବଜ୍ରକାପ୍ତା କାତି, ୫ଟି ମୋବାଇଲ ଜବତ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ବନ ବିଭାଗର ଆବେଦନ*

Leave a comment

Your email address will not be published. Required fields are marked *