#Breaking News

କେନ୍ଦ୍ରାପଡା ର ଦବଙ୍ଗୀ ଲେଡି କନେଷ୍ଟବଳଙ୍କ ବହିଷ୍କାର ଦାବିରେ ଧର୍ମଶାଳା ଡିଜିଟାଲ ମିଡ଼ିଆର ସାମ୍ବାଦିକ ତରଫରୁ ଧାରଣା


ଧର୍ମଶାଳା(ଉଲାପ୍ର)ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକ ଭୀମ ସେନ ସେଠୀ ଉପରେ ହୀଥିବା ଅମାନବୀୟ ଘଟଣା ଆଜି ଯାଜପୁର ଜିଲ୍ଲାର ଧର୍ମଶାଳା ଡିଜିଟାଲ ମିଡ଼ିଆ ସଙ୍ଘ ଆଜି କେନ୍ଦ୍ରାପଡ଼ାର ଦବଙ୍ଗୀ ଲେଡି କନେଷ୍ଟବଳଙ୍କ ବହିଷ୍କାର ବିରୁଦ୍ଧରେ ସାମ୍ବାଦିକ ମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିବାସହିତ ପିନୁ ନାୟକଙ୍କୁ ତୁରନ୍ତ ଆରେଷ୍ଟ ଓ ବହିଷ୍କାର କରାଯାଉ ବୋଲି ଦାବୀ କରିଥିଲେ |ଧର୍ମଶାଳା ଡିଜିଟାଲ ମିଡ଼ିଆ ସଭାପତି ସ୍ମୃତି ରଞ୍ଜନ ବେହେରା,ସମ୍ପାଦକ ପ୍ରାଣବନ୍ଧୁ ରାଉତ ଉପସଭାପତି ଆନିଲ କୁମାର ବଳକୋଷାଧକ୍ଷ -ଅଶୋକ କୁମାର ବେହେରା, ସହ ସମ୍ପାଦକ ସବ୍ୟସାଚୀ ସାହୁ ମିଡ଼ିଆ ଅଧକ୍ଷ ତ୍ରିଲୋଚନ ପାଣି, , ମୁକପାତ୍ର ଦୀପକ କୁମାର ମଲ୍ଲିକ, ଅରୁଣ ନାରାୟଣ ଜେନା, ସୁନୀଲ ଶତପଥୀ,ଚିନ୍ମୟ ପୃଷ୍ଟି, ଦିପକ ଦାସ, ସୁଶାନ୍ତ ଜେନା,ଶଙ୍କର ସେଠୀ ଏବଂ ଜିଲ୍ଲାର ଅନେକ ସାମ୍ବାଦିକ ଉପସ୍ଥିତ ରହି ସୋଭାଯାତ୍ରରେ ସାମିଲୀ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ |ଯାଜପୁର ଜିଲ୍ଲାରୁ ଦୀପକ ଦାଶ ଙ୍କ ରିପୋର୍ଟ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *