#Breaking News

ଓଡିଆଣୀଭାବେ ମୁବାଇରେ ଢେଙ୍କାନାଳ ଝିଅଙ୍କ କମାଲ

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ନେଇ ଆଣିଛନ୍ତି ଜଗଜିତା ଦାସ ଓରଫ ରିସ୍ନା । ପିଲାବେଳୁ ତୁଳସୀ ଦୁଇ ପତ୍ର, ବାସିଲା ପରି ଛୋଟ ବେଳୁ ନିଜର ପ୍ରତିଦ୍ୱା ବିଦ୍ୟାଳୟ ,କଲେଜ ସମୟରୁ ବିଭିନ୍ନ ପ୍ରତିଯୋଗିତରେ ନିଜ ପ୍ରତିଭା ଦେଖିବାକୁ ମିଳିଥିଲା ।ଜଗଝିତା ଜଣେ ସପଟ ଇଂଜିନିୟର ହୋଇଥିଲା ବେଳେ ମୁମ୍ବାଇ ସ୍ଥିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସଅଫ୍ ଦ୍ଭାବ 2ୟ ସ୍ଥାନ ଅଧିକର କରିଛନ୍ତି . I ଓଡ଼ିଆଣୀ ବେସଭୁସାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ସହ ଏହି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଢେଙ୍କାନାଳର ଝିଅ ଓଡ଼ିଶା ଓ ନିଜ ଜିଲ୍ଲା ଢେଙ୍କାନାଳ ପାଇଁ ଗର୍ବ ଆଣିଛନ୍ତି . ଆଗାମୀ ଦିନରେ ସବୁ ବର୍ଗର ଲୋକଙ୍କ ପାଇଁ ସେବା କରିବାପାଇଁ କହିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଜିଲ୍ଲପାଳ ସରୋଜ କୁମାର ସେଠି ଙ୍କୁ ସାକ୍ଷାତ କରିଥିଲେ।। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟତ୍ରୀ ମଞ୍ଜିଲତା ପାଣିଙ୍କ ଏକମାତ୍ର ସୁକନ୍ୟା ଜଗତଜିତା ଦାସ ।

Leave a comment

Your email address will not be published. Required fields are marked *