#Uncategorized

ପରମ୍ପରା ମାଧ୍ୟମ ରେ କରୋ ନା ସଚେତନତା


ଫୁଲବାଣୀ -(ସୁନୀଲ ପଟନାୟକ )
ଦଣ୍ଡ ପରମ୍ପରା ଭିତରେ କୋରାନା ର ମଧ୍ୟ ସଚେତନ କରୁଛନ୍ତି ଦଣ୍ଡୁଆ ମାନେ ଯାହାକି ଲୋକ ମାନଙ୍କ ଭିତରେ ସକାରାତ୍ମକ ପ୍ରଭାବ ପକା ଉଥିବା ଦେଖା ଯାଇଛି l ଦଣ୍ଡ ଯାତ୍ରା ଓଦଣ୍ଡୁଆମାନଙ୍କ ସହିତ ଲୋକମାନଙ୍କ ଭକ୍ତିଭାବ ରହିଛି । ଭକ୍ତଙ୍କ ଭାବାବେଗ ସହ ସେମାନେ ଓ 6ତ ।ପ୍ରତଃ ଭାବେ ଜଡିତ ।
ବିଭିନ୍ନ ସମୟରେ ସେମାନେ ସଚେତନ ବି କରିଥାନ୍ତି ଲୋକଙ୍କୁ। ଏବର୍ଷ କରେ । ନା
ସଂପର୍କରେ ସଚେତନ କରୁଛନ୍ତି କଳାକାରମାନେ। କଳାକାରମାନେ ନିଜ ପିଠି ପଛପାଖରେ ସର୍ବଦା ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷାକରିବା ଲାଗି ଲେଖିଥିବା ଦେଖାଯାଇଛି । ସେହିପରି କରୋ ନା ମହାମାରି ରୋଗର ଲକ୍ଷଣ ଓ ଏହାର ମୁକାବିଲା କରିହେବ ସେ ନେଇ ଗାଁ ଗାଁ ବୁଲି ଲୋକଙ୍କୁ ଅଭିନୟ , ଓ ଗୀତ ମାଧ୍ୟମରେ ସଚେତନ ସୃଷ୍ଟି କରୁଛନ୍ତି ।
ଜିଉଦୟଗିରୀର ମା ରୁଦ୍ର କାଳୀ ଓ ଆନନ୍ଦେ ଶ୍ଵର କମିଟି ପକ୍ଷରୁ କଳାକାରମାନେ ସଚେତନ କରୁଛନ୍ତି ।
ଗତ ବର୍ଷ କରୋନା ସଂକ୍ରମଣ ପାଇଁ ଦଣ୍ଡ ଯାତ୍ରାକୁ ସରକାର ଅନୁମତି ଦେଇ ନ ଥିବା ଫଳରେ ଦଣ୍ଡ ଯାତ୍ରା ସଂ ପୁର୍ଣ୍ଣ ବନ୍ଦ ରହିଥିଲା ତେ6ବ ଚଳିତ ବର୍ଷ ସରକାର ଅନେକ କଟକଣା ରଖି ଦଣ୍ଡ ଯାତ୍ରା ଅନୁମତି ଦେଇଛନ୍ତି I ଦଣ୍ଡ ଯାତ୍ରାରେ ଚଳିତବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନା କରିଦେଇଛନ୍ତି । ଫଳରେ କୋଭିଡ ନିୟମ ମାନି ଦଣ୍ଡ ଯାତ୍ରା ଅନୁଷ୍ଠିତ ହେଉଛି କନ୍ଧମାଳରେ।
ସେହିପରି କେତେକ କଳାକାର କରେ । ନା ଭୁତାଣୁ ବେଶ ପଡି ସଚେତନ ମଧ୍ୟ କରୁଛନ୍ତି ଜିଲ୍ଲାରେ। ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ଏହି କମିଟି।

Leave a comment

Your email address will not be published. Required fields are marked *