#Uncategorized

ଗୋପବନ୍ଧୁ ଚିକିସ୍ଥାଳୟ ରେ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ୨୩ ତମ ଶ୍ରାଦ୍ଧ ଦିବସ ପାଳିତ


ଆଠଗଡ(ଉଲାପ୍ର)ଆଠଗଡର ମାଧବପୁର ଠାରେ ଲୋକସେବକ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ସମାଜର ଗୋପବନ୍ଧୁ ଚିକିସ୍ଥାଳୟ ଠାରେ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ ଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି,ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ତଥା ସମାଜର ମୁଦ୍ରକାର,ପ୍ରକାଶକ ନିରଞ୍ଜନ ରଥ

ମୁଖ୍ୟଅତିଥି ଭାବେ ଯୋଗଦେଇ ନର୍ସିଙ୍ଗ କଲେଜର ଛାତ୍ରୀ ମାନଙ୍କୁ ରାଧାନାଥ ରଥଙ୍କ ପରି ଉତ୍ସଗୀକୃତ ସେବା ଭାବନା ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ, ଏଥିରେ ମୁଖ୍ୟ ମେଡିକାଲ ଅଧିକାରୀ ଡ଼ଃ ପଦ୍ମଚରଣ ଦାଶ, ନର୍ସିଙ୍ଗ କଲେଜ ଅଧକ୍ଷା ଡ ଚିନା ଚିଡ଼ିଆନ ଏନ,ଅଧ୍ୟାପିକା ରାଜଶ୍ରୀ ସାମନ୍ତରାୟ,ସମାଜ ପ୍ରତିନିଧି ଶ୍ୱେତକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *