#Breaking News

ହିନ୍ଦ ମଜଦୁର ସଭାର କନ୍ଧମାଳ ଆବାହକ ଭାବେ ଆଇନଜିବୀ ସତ୍ୟନାରାୟଣ ବେହେରା ମନୋନୀତ


ଫୁଲବାଣୀ(ସୁନୀଲପଟନାୟକ)
ହିନ୍ଦ ମଜଦୁର ସଭାର କନ୍ଧମାଳ ଜିଲ୍ଲା ଶାଖାର ଆବାହକ ଭାବେ ବରୀ ଷ୍ଠଆଇନଜିବୀ . ସମାଜ ସଂସ୍କାରକ, ତଥା ଜାଗ୍ରତ କନ୍ଧମାଳ ସମ୍ପାଦକ, ପ୍ରେସକ୍ଲବ ଉପସଭାପତି ସତ୍ୟନାରାୟଣ ବେହେରା ଙ୍କୁ ନିଯକ୍ତି ଦିଆଯାଇଛି । ହିନ୍ଦମ ଜଦୁର ସଭାର ଉପସ ଭାପତି ରବିରଥ ଗତକାଲି ସତ୍ୟନାରାୟଣ ବେହେରାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।
ସତ୍ୟ ନାରାୟଣବେହେରା ଜଣେ କର୍ମଠ , ସଚ୍ଚୋଟ ଓ ଦକ୍ଷ ସଂଗଠକ ହୋଇଥିବାରୁ ତାଙ୍କ ନେତୃତ୍ଵରେ ହିନ୍ଦମଜଦୁର ସଭା ସଂଗଠନ ସୁଦୃଢ ହେବ। ସହ ଶ୍ରମିକମାନେ ଉପଯୁକ୍ତ ନ୍ୟାୟ ପାଇ ପାରିବେ ବୋଲି କୁହାଯାଉଛି । ଏହି ନୂତନ ନିଯୁକ୍ତି ମିଳିବାପରେ ସତ୍ୟଙ୍କ ନିକଟକୁ ଶୁଭେଛାର ସୁଅ ଛୁଟୁଛି ।

Leave a comment

Your email address will not be published. Required fields are marked *