#Breaking News #District

ନିସ୍ୱାର୍ଥପର ଯୁବକ ସଂଘ ପକ୍ଷରୁ ଦହି ପାଣି ବଣ୍ଟନ

ତିଗିରିଆ ( ଉଲ୍ଲାପ୍ର )ତିଗିରିଆ ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ବାହୁଡା଼ ଯାତ୍ରା ଓ ସୁନାବେଶ ଅବସରରେ ଆଠଗଡ ର ନିଶ୍ୱାର୍ଥପର ଯୁବକ ସଂଘ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଦହି ପାଣି ବଣ୍ଟନ କରାଯାଇଛି ।ସଂଘ ସଭାପତି ଅଜିତ ମହାରଣା,ସମ୍ପାଦକ ସତ୍ୟସିବ ସାହୁ, କର୍ମୀ ବିଜୟ ପ୍ରଧାନ,ମାନସକୁମାର ସାହୁ, ଶୃତିରଞ୍ଜନ ରାଉତ,ଶ୍ରୀକାନ୍ତ ଖଟୁଆ,ରାକେଶ କୁମାର ସାହୁ, ଶୁଭକାନ୍ତ ସାହୁ,ସ୍ମୃତିରଞ୍ଜନ ରାଉତ,ପ୍ରଶାନ୍ତ ଦଳାଇ,ଦୀପକ କୁମାର ନାୟକ,ଦୀପକ କୁମାର ଖଟୁଆ, ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ।

Leave a comment

Your email address will not be published. Required fields are marked *