#Uncategorized

ପାଟଣା : ଜଳିଗଲା ଗାଡି , ଅଳ୍ପକେ ବର୍ତ୍ତିଲେ ୨୦ ଶିଶୁ

ପାଟଣା : ଜଳିଗଲା ଗାଡି , ଅଳ୍ପକେ ବର୍ତ୍ତିଲେ ୨୦ ଶିଶୁ , ସ୍କୁଲ ଛୁଟି ପରେ ପିଲାଙ୍କୁ ଘରକୁ ନେଇ ଫେରୁଥିଲା ଗାଡି । ଧାନବେଣୀ ନିକଟରେ ଜଳିଗଲା ଟାଟା ମ୍ୟାଜିକ୍ ଗାଡି , ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

Leave a comment

Your email address will not be published. Required fields are marked *