#Uncategorized

*ଝାଡ଼ଖଣ୍ଡର ନିର୍ବାଚନୀ ଫଳାଫଳ ନେଇ ଆକଳନ ଆରମ୍ଭ ହୋଇଯାଇଛି । ଆଦିବାସୀବହୁଳ ରାଜ୍ୟରେ କିଏ ପିନ୍ଧିବ ବିଜୟ ଟୀକା । କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ଚିତ୍ର । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଗଣନା ସୋମବାର ସକାଳୁ ଆରମ୍ଭ ହୋଇଛି। ବିଧାନସଭା ଭୋଟ ଗଣତିରେ ବହୁମତ ଆଡକୁ ବଢ଼ୁଛି କଂଗ୍ରେସ- ଜେଏମ୍ଏମ୍- ଆରଜେଡି ମେଂଟ । ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡକୁ ଦେଖିଲେ ଜଣାପଡ଼ୁଛି ବିଜେପି ଶାସିତ ଝାଡ଼ଖଣ୍ଡ ମଧ୍ୟ ବିଜେପି ହାତରୁ ଚାଲିଯାଇପାରେ ।*

Leave a comment

Your email address will not be published. Required fields are marked *