#Breaking News

ପ୍ରେସ କ୍ଲୁବ ରେ ସାଧାରଣତନ୍ତ୍ର ଦିଵସ


ଫୁଲବାଣୀ -(ସୁନୀଲ ପଟନାୟକ )
ବୁଧୁବାର ଫୁଲବାଣୀ ପ୍ରେସକ୍ଲବ ଠାରେ ତେ ସ୍ତୋ ରି ତମ ପବିତ୍ର ସାଧାରଣ ତନ୍ତ୍ର ଦିଵସ ପାଳିତ ହୋଇ ଯାଇଛି l
ଏହି ଅବ ସରରେ ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ଜାତୀୟ ପତାକା ଉତ୍ତୋଳନ କରିବାସହ୧୯ ୫ 0ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣ ତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା lଏଣୁ ଏହାକୁ ସବୁବେଳେ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେପ୍ରେସକ୍ଲବ ସମ୍ପାଦକପ୍ରଶାନ୍ତ ବେହେରା, ଅଜିତ ମହାରଣା ବରିଷ୍ଠ ସାମ୍ବାଦିକଶିବ ପ୍ରସାଦ ତ୍ରିପାଠି ଉପସଭାପତି , ସୁନୀଲ ବିଶ୍ୱାଳ,କାର୍ଯ୍ୟ କlରି ସଭାପତି ଅଶୋକ ପରିଡା ଶିବ ନାୟକ, , ପ୍ରଶାନ୍ତ ଜେନା, ଶିବ ବିଶ୍ୱାଳ, ନାରାୟଣ ସାହୁ, ଅଶୋକ ମହାନ୍ତି, , କାଁହୁ ଶତପଥି, ଆଦିତ୍ୟ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ବୈଦ୍ୟ ବେହେରା,ହୂରଞ୍ଜନ ସେଠି, କାହ୍ନ ଦିଗଲ ଦୁଃଖିଶ୍ୟାମ ପ୍ରଧାନ, କାହ୍ନl ପଟନାୟକ, ଜୟଶେନ ପରିଡା,ରାଧାମୋହନ ମହାପାତ୍ର, ଶିବାନନ୍ଦ ପଟନାୟକ ପ୍ରଶାନ୍ତ ବେହେରା, ,ରଞ୍ଜନ ଦାସ, ସଞ୍ଜୟ ପାତ୍ର ବୀରେନ୍ଦ୍ର ସୁବୁଦ୍ଧି, ଶିବାନୀସ୍ଵlର ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *