#Breaking News

ଆଜି ଠାରୁ ପହିଲି ଭୋଗ ଆରମ୍ଭ

ଢେଙ୍କାନାଳ(ଉଲାପ୍ର) ଢେ଼ଙ୍କାନାଳ ଜିଲ୍ଲା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ଠା ରୁ ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ ,, ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ଥିଲା ,, ମହାସ୍ନାନ ,, ନୂତନ ବସ୍ତ୍ର ପରିଧାନ ,, ତୁଳସୀ ହାର ,, ଫୁଲ ହାର ରେ ସୁସଜ୍ଜିତ କରା ଯାଇ ଥିଲା ,,, ଭୋର ପାଞ୍ଚ ଘଟିକା ସମୟ ରେ ପହିଲି ଭୋଗ ଲାଗି କରା ଯାଇ ଥିଲା ,, ସାଢେ଼ ଦଶ ଟା ସମୟ ରେ ଖେଚୁଡି ଭୋଗ ,, ମଧ୍ୟାହ୍ନ ରେ ଅର୍ନ ଶଙ୍କୁଡ଼ି ,, ସଂଧ୍ୟା ବେଳେ ଆଳତି ,, ରାତ୍ର ଧୂପ ,, ପୂଜକ ଶ୍ରୀବତ୍ସ ମିଶ୍ର ,, ପାଳିଆ ସେବକ ସମ୍ଭୁ ନାଥ ମହାପାତ୍ର ,, ଓ ଜୀମାଦର୍ ବସନ୍ତ ରଥ ଙ୍କ ତତ୍ ଭାବନ୍ ରେ ପାଳିତ ହୋଇ ଯାଇ ଅଛି ,,,

Leave a comment

Your email address will not be published. Required fields are marked *